ମେ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା ?

ମେ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା | ଓଡ଼ିଶାରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ନେଇ ପାଣିପାଗ ବିଭାଗରୁ ସୂଚନା ମିଳୁଛି | ରାଜ୍ୟରେ ଆସନ୍ତା କାଲିଠୁ ଗଜପତି , ଗଂଜାମ ଓ ମୟୁରଭଞ୍ଜ ଏହି ସବୁ ଜିଲ୍ଲା ଗୁଡିକୁ ପ୍ରବଳରୁ ଅତିପ୍ରବଳ ବର୍ଷା ଓ କୁଆପଥର ବର୍ଷା ହେବ ନେଇ ପାଣିପାଗ ବିଭାଗରୁ ଅରେଞ୍ଜ ୱାର୍ଣ୍ଣିଂ ଜାରିକରଯାଇଛି | ରାଜ୍ୟରେ ପ୍ରାୟ ଜିଲ୍ଲା ଗୁଡିକରେ ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ହୋଇଥିବାବେଳେ ଲୋକମାନେ ଖରାରୁ ବହୁ ଅସୁବିଧାର ସମୁଖିନ୍ନହେଉଥିବାବେଳେ | ରାଜ୍ୟରେ ଆସନ୍ତା କିଛି ଦିନପାଇଁ ବର୍ଷା ହେବା ସୂଚନା ମିଳିବାରୁ ଲୋକମାନଙ୍କ ପାଇଁ ଏକ ଅଶ୍ଵଷ୍ଟିଟିକର ଖବର ମିଳୁଛି |

Odia Khabar

Leave a Comment