ପୋଲୋ ତଳକୁ ଖସିପଡିଲା ବସ ୨୦ରୁ ଅଧିକ ଯାତ୍ରୀ ଆହତ | ଦୃଘଟଣାଟି ବାଲେଶ୍ୱର ନୁଣିଆଯୋଡି ପୋଲୋ ଉପରେ ଭାରଶ୍ୟାମ ହରାଇ ତଳକୁ ଖସିଆପଡିଥିବା ସୂଚନା ମିଳୁଛି | ଏକ ବହୁତ ବଡ ଦୃଘଟଣାରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି | ବସରେ ଭିତରେ ୪୦ରୁ ଉର୍ଧ ଯାତ୍ରୀ ରହିଥିବା ସୂଚନା ମିଳୁଛି | ଦୃଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି | ଯାତ୍ରୀମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ କରିଥିଲେ କିଛି ସମୟ ପରେ ଅଗ୍ନିଶମ ବାହିନୀ ଟିମ ସମସ୍ତ ଯୄତ୍ରୀମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତି କରାଯାଇଥିଲା | ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାଇ ବସଟି ଭାରସ୍ୟାମ ହରାଇ ପୋଲୋ ତଳକୁ ଖସିପଡିଥିଲା |