ଭାରତର ଜଣେ ଯବାନକୁ ପାକିସ୍ତାନ ୨୧ ଦିନ ପରେ ଛାଡିଲା | ଭାରତର ବିଏସ୍ଏଫ୍ ଯବାନ୍ଙ୍କୁ ପାକିସ୍ତାନ ୨୧ ଦିନ ପରେ ଛାଡ଼ିଥିବା ସୂଚନା ମିଳୁଛି | ଭାରତର ଯବାନ ଜଣକ ଭୁଲବସତ ସୀମା ଅତିକ୍ରମ କରିଥିଲେ ୨୩ ତାରିଖରୁ ପାକିସ୍ତାନ ସେନା ଅଟକ ରଖିଥିଲେ | ହେଲେ ଏବେ ଭାରତର ଯବାନ ଜଣଙ୍କୁ ପାକିସ୍ତାନ ଛାଡିଥିବା ସୂଚନା ମିଳୁଛି | ଯବାନ ଜଣକ ଭୁଲବସତ ସୀମା ଅତିକ୍ରମ କରିଥିଲେ | ପାକିସ୍ତାନ ଯବାନ ମାନେ ଏହାର ସୁଯୋଗ ନେଇ ଭାରତର ଯବାନ ଜଣଙ୍କୁ ୨୧ ଦିନ ନିଜ ଅଧିନୟରେ ରଖିଥିଲା | ଏବଂ ଦୁଇ ଦେଶର ବୈଠକ ପରେ ଭାରତର ଯବାନ ଜଣଙ୍କୁ ପାକିସ୍ତାନ ଛାଡିଥିବା ସୂଚନା ମିଳୁଛି |