ବସରେ ନିଆଁ ଲାଗିବାରୁ ୫ ଜଣ ମୁର୍ତ୍ୟୁ | ଘଟଣାଟି ଉତ୍ତରପ୍ରଦେଶର ଲଖନଉରେ ଏଭଳି ଏକ ମର୍ମତୁଣ୍ଡ ସଡକ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଏକ ସ୍ଲିପର ବସ ବିହାର ଯାଉଥିବାବେଳେ ହାଟଠ ବସରେ ନିଆଁ ଲାଗିଯାଇଥିଲା | ଅଗ୍ନିକାଣ୍ଡ ବହୁତ ଜୋରେ ହାଉଥୁବା କାରଣରୁ ବସ ଭିତରେ ୫ ଜଣ ବ୍ୟକ୍ତି ଜୀବନ୍ତ ଜାଳି ମୁର୍ତ୍ୟୁ ବରଣ କରିଛନ୍ତି | ଏବଂ ବସର କାଚଭାଙ୍ଗି ଡ୍ରାଇଭର ଜଣକ ଘଟଣା ସ୍ଥଳରେ ଫେରାର ରହିଥିବା ସୂଚନା ମିଳୁଛି | ବସଟି ମାତ୍ର ୧୦ ରୁ ୧୫ ମିନିଟ ମାଧ୍ୟ୍ୟରେ ସମ୍ପୂର୍ଣ ଜାଳି ନଷ୍ଟ ହୋଇଯାଇଥିଲା | ବସରେ ନିଆଁ ଲାଗିବ କିଛି ସମୟ ପରେ ଅଗ୍ନିଶମ ବାହିନୀ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ କରିବାକୁ ଚେଷ୍ଟା କରିଥିଲା | କିଛି ସମୟ ପରେ ବସରେ ନିଆଁ ଲିଭେଇବାରେ ସଫଳ ହୋଇଥିଲେ ମଧ୍ୟ ସେତେବେଳେ ସୁଧା ବସଟି ସମ୍ପୂର୍ଣ ଜାଳି ନଷ୍ଟ ହୋଇଯାଇଥିଲା | ବସଟିରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ |