ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କାଳବୈଶାଖୀ ବର୍ଷା | ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କାଳବୈଶାଖୀ ବର୍ଷା ?| କଟକରେ ବର୍ଷା ଲାଗିରହିଥିବା ସୂଚନା ମିଳୁଛି | ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁ ଲୋକମାନେ ବହୁ ଅସୁବିଧାର ସଂମୁଖିନ୍ନ ହଉଥିଲେ କେହି ଦ୍ୱିପହରେ ଘରୁ ବାହାରକୁ ଆସୁନଥିଲେ | ଏଭଳି ଏକ କାଳବୈଶାଖୀ ବର୍ଷାରେ ସମସ୍ତ ଓଡିଶା ବାସୀଙ୍କୁ ଅଶ୍ଵଷ୍ଟି କର ଖବର ମିଳୁଛି | ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟ୍ୟରେ ବିପ୍ରବଳ ବର୍ଷ ହେବା ସହ ବିଜୁଳି ଓ ଘଡଘଡି ହେବ ନେଇ ୧୧ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରିକରଯାଇଛି | ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ନେଇ ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ମିଳୁଛି |