ନଦୀରେ କାର ଖସିପଡ଼ିବାରୁ ୫ ମୂର୍ତ ?

ନଦୀରେ କାର ଖସିପଡ଼ିବାରୁ ୫ ମୂର୍ତ | ଘଟଣାଟି ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳୁଛି | କାରଟି ଭାରଶ୍ୟାମ ହରାଇ ନଦୀରେ ଖସିପଡିଥିଲା ଏତେ ବଡ ଦୃଘଟଣାରେ ୫ ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ଆଜି ସକାଳ ସମୟରେ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳୁଛି | ସୂଚନା ଅନୁଯାଇ କାରଟି ପ୍ରଥମେ ଭାରଶ୍ୟାମ ହରାଇ ଡିଭାଇଡରରେ ଧକ୍କା ହୋଇଥିଲା ଓ ପରବର୍ତୀ ସମୟରେ ନଦୀକୁ ଖସିପଡିଥିଲା ଯାହାଦ୍ୱାରା କାର ଭିତରେ ରହିଥିବା ୫ ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିଛନ୍ତି | କାର ଭିତରେ ୩ ଜଣ ମହିଳା ରହିଥିବା ବେଳେ ୨ ପୁରୁଷ ରହିଥିଲେ | ଘଟଣା ସ୍ଥଳରେ ପୋଲିସ ପହଞ୍ଚି  ତଦନ୍ତ କରୁଛି |

Odia Khabar

Leave a Comment