ପ୍ଲେ ଅଫରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବାହାରିଲା | ଗତକାଲି ଆଇପିଏଲର ୬୧ ତମ ମ୍ୟାଚ lsg vs srh ମାଧ୍ୟ୍ୟରେ ଖେଲହଉଥିଲା | ହାଇଦ୍ରାବାଦ ଲକ୍ଷ୍ନୌ କୁ ପରାଜୟ କରି ପ୍ଲେ ଅଫ ରେଷରୁ ବାହାର କରିଛି | ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦୫ ରନ କରିଥିଲା | ସେଥିରେ ସର୍ବାଧିକ ୬୫ ରନ ମାର୍ଶ କରିଥିଲେ , ମାର୍କରମ ୬୧ ରନ , ପୁରନଙ୍କ ୪୫ ରନ ସାହାଯ୍ୟରେ ଲଖନଉ ୭ ୱିକେଟ ବିନିମୟରେ ୨୦୫ ରନ କରିପାରିଥିଲା | ଜବାବରେ ହାଇଦ୍ରାବାଦ ୪ ୱିକେଟ ବିନିମୟରେ ୨୦୬ ରନ କରି ଲକ୍ଷ୍ନୌକୁ ପରାସ୍ତ କରିଛି | ଅଭିଷେକ ଶର୍ମାଙ୍କ ଧୁଆଧାର ଅର୍ଦ୍ଧସରତକରେ ହାଇଦ୍ରାବାଦ ବିଜୟ କରିଥିଲା | ଅଭିଷେକ ୫୯ ରନ , କିସାନ ୩୫ ରନ , କ୍ଳାସଏନ ୪୭ ରନ , ସାହାଯ୍ୟରେ ହାଇଦ୍ରାବାଦ ବିଜୟ କରିଛି | ଅଭିଷେକ ଶର୍ମାଙ୍କୁ ପ୍ଲେଆର ଅଫ ଦ ମ୍ୟାଚ ଘୋଷଣା କରାଯାଇଛି |