ହାତୀ ଆକ୍ରମଣରେ ବୃଦ୍ଧା ବ୍ୟକ୍ତି ମୂର୍ତ ?

ହାତୀ ଆକ୍ରମଣରେ ବୃଦ୍ଧା ବ୍ୟକ୍ତି ମୂର୍ତ | ଘଟଣାଟି କପିଳାସର ଆମ୍ବନାଳି ଗାଁ ରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳୁଛି | ବୁଢା ଲୋକଟି ଆମ୍ବ ଗୋଟେଇବାକୁ ଯାଇ ହାତୀ ଆକ୍ରମଣ କରିବା ଦ୍ୱାରା ମୁର୍ତ୍ୟୁ ବରଣ କରିଥିବା ସୂଚନା ମିଳୁଛି | ବୁଢ଼ା ବ୍ୟକ୍ତି ଜଣକ ସକାଳୁ ସକାଳୁ ଆମ୍ବ ଗୋଟେଇବାକୁ ଆମ୍ବ ତୋଟାକୁ ଯାଇଥିବାବେଳେ ଆମ୍ବ ତୋଟାରେ ଗୋଟାଏ ଦାନ୍ତ ହାତୀ ରହିଥିବା ବେଳେ ବୁଢ଼ା ବ୍ୟକ୍ତି ଜଣକୁ ଦନ୍ତା ହାତୀ ଆକ୍ରମଣ କରିବା ଦ୍ୱାରା ବ୍ୟକ୍ତି ଜଣକ ମୁର୍ତ୍ୟୁ ବରଣ କରିଛନ୍ତି | ଘଟଣା ସ୍ଥଳରେ ବନ ବିଭାଗ ଟିମ ପହଂଚି ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି |

Odia Khabar

Leave a Comment