ଗତ କାଲି ଆଇପିଏଲର ୬୭ ମ୍ୟାଚ ଖେଳ ହଉଥିବ ବେଳେ ଗୁଜୁରାଟ କୁ ପରାସ୍ତ କରିଛି ଚେନ୍ନାଇ | କାଲି ଦୁଇଟି ଟିମ ନିଜର ଅନ୍ତିମ ମ୍ୟାଚ ଖେଳୁଥିବା ବେଳେ ଗୁଜୁରାଟ ପରାସ୍ତ ହୋଇଛି | ପଏଣ୍ଟ ଟେବୁଲରେ ସବୁଠୁ ଆଗରେ ରହିଥିବା ବେଳେ ଚେନ୍ନାଇଠୁ ପରାସ୍ତ ହଉଛି ଗୁଜୁରାଟ | ଚେନ୍ନାଇ ତରଫରୁ ସର୍ବାଧିକ ୫୭ ରନ ବ୍ରେଭିସ କରିଥିଲେ | ଚେନ୍ନାଇ ୨୦ ଓଭର ଖେଳି ୫ ୱିକେଟ ବିନିମୟରେ ୨୩୦ ରନ କରିଥିଲା | ଗୁଜୁରାଟ ତରଫରୁ ସର୍ବାଧିକ ୪୧ ରନ ସାଇ ସୁଦର୍ଶନ କରିଥିଲେ | ଗୁଜୁରାଟ ମାତ୍ର ୧୮.୩ ଓଭରରେ ୧୪୭ ରନ କରି ଅଲ ଆଉଟ ହୋଇଥିଲା | ବ୍ରେଭିସ ପ୍ଲାଏର ଅଫ ମ୍ୟାଚ ହୋଇଥିଲେ |