ଖାନ ସାର ତାଙ୍କୁ କିଏ ବା ନ ଜାଣେ ବିହାରର ସେ ଜଣେ ବହୁ ଚର୍ଚ୍ଚିତ ଶିକ୍ଷକ ଖାନ ସାର ବିହାର ଜନସେବା ଆୟୋଗର BPSC ପରୀକ୍ଷାକୁ କେନ୍ଦ୍ର କରି ପ୍ରାର୍ଥୀ ମାନଙ୍କ ବିରୋଧକୁ ସେ ସମର୍ଥନ କରୁଥିଲେ । ଏଥିପାଇଁ ପୋଲିସ ମଧ୍ୟ ତାଙ୍କୁ ଆରେଷ୍ଟ କରିଥିଲା । ଖାନ ସାର ଆରେଷ୍ଟ ହେବାପରେ ତୀବ୍ର ପତିକ୍ରିୟା ସୃଷ୍ଟି ହୋଇଥିଲା ସୋସିଆଲ ମିଡିଆରେ ମଧ୍ୟ ବ୍ୟାପି ଯାଇଥିଲା ଶେଷରେ ପୋଲିସ ଖାନ ସାର ଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ।

ଖାନ ସାର ପୋଲିସ ଷ୍ଟେସନ ରୁ ଆସିଲା ପରେ ତାଙ୍କୁ ବହୁତ ଦୁର୍ବଳ ଲାଗିଥିଲା ଆଉ କିଛି ସମୟ ପରେ ତାଙ୍କର ଦେହ ଆଧିକ ଖରାପ ହୋଇଥିଲା । ତାଙ୍କୁ ସଂଗେ ସଂଗେ ଜରୁରୀକାଳୀନ ପରିସ୍ଥିତି ର ହସ୍ପିଟାଲରେ ଭର୍ତ୍ତି କରାଯାଏ ଥିଲା । ଡ଼କ୍ଟର ଙ୍କର କହିବା ଆନୁସାରେ ଖାନ ସାର ଦେହ ପୂର୍ବ ଅପେକ୍ଷା ଏବେ ଟିକେ ସୁଧାର ଆସିଛି ।