ଆଜି ରାଜ୍ୟର ପାଗରେ ବଡ ପରିବର୍ତନ ରାଜଧାନୀ ଭୁବନେଶ୍ୱରରେ ଏବଂ କଟକରେ ମଧ୍ୟ ସକାଳୁ ସକାଳୁ ବର୍ଷା ଲାଗି ରହିଛି । ଆଜି ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶା କୁ ନେଇ ବର୍ଷା ହେବ ବୋଲି ପୂର୍ବା ଅନୁମାନ କରାଯାଇଛି । ଏଥି ମଧ୍ୟରେ ଶୀତ ବଢିବାର ମଧ୍ୟ ସମ୍ଭାବନା ରହିଛି ୫ ରୁ ୬ ଡ଼ିଗ୍ରୀ ପାରଦ ତଳକୁ ଖସିପରେ । କଟକ ଆଉ ଭୁବନେଶ୍ୱର ଏବଂ ଆଖପାଖ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ସଖାଳୁ କୁହୁଡି ମଧ୍ୟ ଜାରି ରହିଛି ।

ଶୀତ ଦିନ ଆଧା ହେବାକୁ ବସିଲାଣି କିନ୍ତୁ ଶୀତ ନାହିଁ ?
ଡିସେମ୍ବର ମାସ ଅଧା ହେବାକୁ ବସି ଲାଣି କିନ୍ତୁ ଏପର୍ଯ୍ୟନ୍ତ ଭୁବନେଶ୍ୱର, କଟକ ଏବିଂ ବିଭିର୍ନ ରାଜ୍ୟ ରେ ଶୀତ ର ଅନୁଭୂତ ଏପର୍ଯ୍ୟନ୍ତ ହୋଇ ନାହିଁ । ପାଣିପାଗ ଭିଭାଗରୁ ସୂଚନା ମିଳିଛି ଏହି ଯେଉଁ ଲଘୁଚାପ ଟି ହୋଇଛି ଏହା ୩ ରୁ ୪ ଦିନ ପର୍ଯ୍ୟନ୍ତ ରହିବ ଏବଂ ଲଘୁଚାପ ଗଲା ପରେ ଶୀତ ରେ ଅନୁଭୂତ ହେବ । ରାଜ୍ୟର ପାଗରେ ବଡ ପରିବର୍ତନ
ରାଜ୍ୟର ପାଗରେ ବଡ ପରିବର୍ତନ