ଡାକ୍ତର ହେଲେ ସାଇବର ଠକାମିର ଶିକାର :- ପୁଣି ସାଇବର ଠକାମିର ଶିକାର ହେଲେ ଜଣେ ଡାକ୍ତର ଭଦ୍ରକ ଜିଲ୍ଲର ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ଶ୍ରୀ ମାଧବ ସେଠୀ ତାଙ୍କୁ ସାଇବର ଠକ ଲୁଟି ନେଇଛନ୍ତି ୭୫,୦୦୦ ହଜାର ଟଙ୍କା ।
ଡାକ୍ତର ହେଲେ ସାଇବର ଠକାମିର ଶିକାର
ଡାକ୍ତର ମାଧବ ସେଠି କହିଛନ୍ତି ରୋଗୀ ଦେଖିବା ସମୟରେ ଜଣେ ଅଜଣା ବ୍ୟକ୍ତିଙ୍କ ଫୋନ କରିଥିଲେ ମୋତେ ଆଗରୁ ଜାଣିଥିବା ବୋଲି ଭଲରେ କଥା ହୋଇଥିଲେ ଏବଂ ବ୍ୟକ୍ତି ଜଣକ ହିନ୍ଦୀରେ କଥା ହୋଇଥିଲେ ମୁଁ କାମ ଵ୍ୟସ୍ତରେ ଅଧିକ କଥା ହୋଇ ପରି ନଥିଲି ଏବଂ ସେ କହିଥିଲେ ତାଙ୍କର ଜଣେ ବନ୍ଧୁଙ୍କର ଦୃଘଟଣା ଘଟଛି ଏବଂ ସେ ଏବେ ମେଡିକାଲରେ ଭର୍ତି ଅଛନ୍ତି ମୁଁ ତାଙ୍କ ଆକାଉଣ୍ଟକୁ ପଇସା ପଠାଉଛି ହେଲେ ଯାଉନାହିଁ ସେ ମୋତେ କହିଲେ ମୁଁ ଆପଣଙ୍କ ଆକାଉଣ୍ଟକୁ ୭୫୦୦୦ ହଜାର ଟଙ୍କା ପଠାଇଛି ଆଉ ହ୍ୱାଟ୍ସଆପ୍ରେ ସ୍କ୍ରିନ୍ ଶଟ୍ ପଠାଇଥିଲେ ଆପଣ ଚେକ କରନ୍ତୁ ଆଉ ଏ ଆକାଉଣ୍ଟ ନମ୍ବରରେ ପଇସା ଟା ପଠେଇଦିଅନ୍ତୁ ଡାକ୍ତର ଜଣକ ବ୍ୟସ୍ତ ଭିତରେ ଆକାଉଣ୍ଟ ଚେକ ନକରି ସେହି ନମ୍ବରରେ ପଇସା ପଠେଇଦେଲି ଏବଂ ପ୍ରଥମେ ୫୦,୦୦୦ ହଜାର ତା ପରେ ୨୫,୦୦୦ ଟଙ୍କା ପଠେଇଥିଲି ଏବଂ କିଛି ସମୟ ପରେ ଡାକ୍ତର ଆକାଉଣ୍ଟ ଚେକ କଳା ବେଳକୁ ଆକାଉଣ୍ଟକୁ ଟଙ୍କା ଆସି ନଥିଲା କିନ୍ତୁ ଟଙ୍କା ପାଖରେ ଯେଉଁ ଟଙ୍କା ଥିଲା ସେ ସବୁ କଟି ଯାଇଥିଲା ଏବଂ ଡ଼କ୍ଟର ଡେରି ନକରି ସଂଗେ ସଂଗେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।
ଆଧିକ ଖବର 👇👇👇👇
ରାଜଧାନୀ ଭୁବନେଶ୍ୱର ରେ ଗଡ଼ିବ ମେଟ୍ରୋ । Metro is starting in capital Bhubaneswar.2024