ହଷ୍ଟେଲରେ କଲେଜ ଛାତ୍ରୀଙ୍କ ମୁର୍ତ୍ୟୁ

ହଷ୍ଟେଲରେ କଲେଜ ଛାତ୍ରୀଙ୍କ ମୁର୍ତ୍ୟୁ:- ହଷ୍ଟେଲ ଭିତରେ କଲେଜ ଛାତ୍ରୀ ମୁର୍ତ୍ୟୁ ବରଣ କରିଛନ୍ତି ବଲାଙ୍ଗୀରି ଜିଲ୍ଲାର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ ଜଣକ ହଷ୍ଟେଲ ରୁମ ଭିତରେ ଫ୍ୟାନ ମାଧ୍ୟମରେ ଫାସୀ ଦେଇ ଏଭଳି କାର୍ଯ୍ୟ କରିଛନ୍ତି । ଛାତ୍ରୀଙ୍କ ର ଝୁଲନ୍ତା ଅବସ୍ଥାର ଟଙ୍କା ମର ଶରୀର କୁ ଉଦ୍ଧାର କରାଯାଇଛି । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ କରିସାରିଲା ପରେ ଏବଂ ପରିବାରଲୋକଙ୍କୁ ସବ ଟିକୁ ଦିଆଯାଇଛି ହେଲେ ଛାତ୍ରୀ ଜଣକ ଏଭଳି କାର୍ଯ୍ୟ କରିବାର କାରଣ ସଠିକ ଭାବରେ ଏବେ ଜଣାପଡ଼ିନି ।

Screenshot 2024 12 12 221839
ହଷ୍ଟେଲରେ କଲେଜ ଛାତ୍ରୀଙ୍କ ମୁର୍ତ୍ୟୁ

ପରିବାର ଲୋକଙ୍କ ଆଭିଯୋଗ (ହଷ୍ଟେଲରେ କଲେଜ ଛାତ୍ରୀଙ୍କ ମୁର୍ତ୍ୟୁ)

ପରିବାର ଲୋକ ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ ସାଙ୍ଗ ଜନ୍ମ ଦିନ ପାଳନ କରିଥିଲେ ଏବଂ ସେହି ଫୋଟୋ ଗୁଡ଼ିକ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ କିନ୍ତୁ କଲେଜ ନିଅମ ଅନୁଯାଇ ମୋବାଇଲ କଲେଜରେ ବାରଣ କରାଯାଇଛି ଏବଂ ତା ପରଦିନ କଲେଜେ କତୃପକ୍ଷ ଛାତ୍ରୀ ଙ୍କୁ ଚକେ କରିଥିଲେ ଏବଂ ଛାତ୍ରୀଙ୍କ ପାଖରୁ ମୋବଇଲ ବାହାରିଥିଲା । ଶିକ୍ଷକଗଣ ଛାତ୍ରୀ ଜଣକୁ ସମସ୍ତଙ୍କ ଆଗରେ ଅପମାନିତ କରିଥିଲେ ଆଉ ତାପରେ ଛାତ୍ରୀ ଜଣକ ନିଜ ଘର ଲୋକଙ୍କ ଆଗରେ ସବୁ କଥା କହିଥିଲେ । ତା ପରଦିନ ଛାତ୍ରୀ ଜଣଙ୍କ ଦେହ ଖରାପ କହି କଲେଜ ଯାଇ ନଥିଲେ ହଷ୍ଟେଲ ଆଉ ହଷ୍ଟେଲ ରେ ଏକୁଟିଆ ରହିଥିଲେ । ଦିନ ୧୨ ଟା ବେଳେ କଲେଜ କର୍ତ୍ତୃପକ୍ଷ ଖାଇବା ପାଇଁ ଡାକିବାକୁ ଆସିଥିଲେ କବାଟ ଭିତର ପଟୁ ବନ୍ଦ ଅଛି ବୋଲି ଜାଣିବାକୁ ପାଇଲେ ଏବଂ କଲେଜ କର୍ତ୍ତୃପକ୍ଷ ପୋଲିସଙ୍କୁ ଯଣାଇ ଥିଲେ । ପୋଲିସ ଆସି ହଷ୍ଟେଲ ର କବାଟ ଭାଙ୍ଗି ଦେଖିଲା ବେଳକୁ ଛାତ୍ରୀଙ୍କ ଜଣକ ସେହି ରୁମ ରେ ଥିବା ଫ୍ୟାନ ରେ ଝୁଲନ୍ତା ଆବସ୍ଥାରେ ଛାତ୍ରୀ ଜଣଙ୍କ ଥିଲେ । ତାପରେ ପୋଲିସ ଶବକୁ ଉଦ୍ଧାର କରିଥିଲେ ଏବଂ ଛାତ୍ରୀଙ୍କ ମୁର୍ତ୍ୟୁ କୁ ନେଇ ପୋଲିସ ତଦନ୍ତ କାର୍ଯ୍ୟ କରୁଛି ।

Recent Post :-ରାଜଧାନୀ ଭୁବନେଶ୍ୱର ରେ ଗଡ଼ିବ ମେଟ୍ରୋ । Metro is starting in capital Bhubaneswar.2024 👇👇👇👇👇👇👇

Leave a Comment