ଝାରସୁଗଡାରୁ କିଡ଼ନାପ କରି ନାବାଳିକାଙ୍କୁ ହତ୍ୟା

ଝାରସୁଗଡାରୁ କିଡ଼ନାପ କରି ନାବାଳିକାଙ୍କୁ ହତ୍ୟା କରାଯାଇଛି ଇସ୍ପାତ ଶହର ରାଉରକେଲାର ଆସିଛି ଏକ ଦୁଃଖଦ ଘଟଣା ନାବାଳୀକୁ କୁନୁ କିସାନ ଜଣକ ବ୍ୟକ୍ତି ନାବାଳିକାକୁ ଭାପାଉଥିଲା ଏବଂ ବିବାହ କରିବାକୁ ରାଜି ହୋଇ ନଥିଲେ ଏବଂ ନାବାଳିକା ଜଣକ କିଛି ଦିନ ପରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ପୋଲିସ କୁନାକୁ ଗିରଫ କରିଥିଲା ଏବଂ କୁନାକୁ ଜେଲ ହୋଇଥିଲା ଏବଂ ଗୋଟେ ବର୍ଷ କୁନା ଜେଲରେ ରହି ଥିଲା ।

କିପରି କଲା ପ୍ଲାନ କରି ହତ୍ୟା କଲା (ଝାରସୁଗଡାରୁ କିଡ଼ନାପ କରି ନାବାଳିକାଙ୍କୁ ହତ୍ୟା)

ଗୋଟେ ବର୍ଷ ପରେ ଏବେ ବେଲରେ ଆସିଥିଲା ଆସାମୀ କୁନା ଏବଂ ନାବାଳିକା ଜଣକ ଝାରସୁଗଡରେ ଥିବା ତାଙ୍କ ମାଉସୀ ଘରେ ରହୁଥିଲେ ପ୍ରେମିକା ଜଣକ ନାବାଳିକାଙ୍କୁ କଲ କରି ଡାକିଥିଲେ ଏବଂ ତାଙ୍କୁ କିଡନାପ କରି ଝାରସୁଗଡାରୁ ରାଉରକେଲା ନେଇଯାଇଥିଲେ ଏବଂ ନାବାଳିକାଙ୍କ ତନ୍ତୀ କାଟି ମାରିଥିଲା ଏବଂ ଶରୀରକୁ ଖଣ୍ଡ ଖଣ୍ଡ କରି ରାଉରକେଲାରେ ଫୋପାଡି ଦେଇଥିଲା ଏବଂ ଘର ଲୋକ ଝିଅକୁ ନ ପାଇବାରୁ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଅଭିଯୁକ୍ତ କୁନା ପ୍ଲାନ କରି ଗାଡି ନମ୍ବର ବଦଳାଇ ଦେଇଥିଲା ବହୁତ ଚାଲାଖିର ସହ କାମ କରିଥିଲା କୁନା ଏବଂ ରାସ୍ତାରେ ଲାଗିଥିବା (AI) କ୍ୟାମେରାରେ ଧରା ପଡ଼ିଯାଇଥିଲା କୁନା ଏବେ ପୋଲିସ ଆଗରେ କେମିତ ସେ ମାରିଥିଲା ସବୁ କଥା କହିଛି ଆସାମୀ କୁନା…

Recent News 👇👇👇👇👇

ହଷ୍ଟେଲରେ କଲେଜ ଛାତ୍ରୀଙ୍କ ମୁର୍ତ୍ୟୁ

Leave a Comment