ଜଗନ୍ନାଥ ମନ୍ଦିରରେ ପୁଣି ବଢ଼ିଲା ମହାପ୍ରସାଦର ଦର ଦାମ ଏବେ ସାଧାରଣ ଲୋକମାନଙ୍କ ମଧ୍ୟରେ ଅସନ୍ତସ ଦେଖିବାକୁ ମିଳିଛି ସାଧାରଣ ଗରିବ ଲୋକଟି ମହାପ୍ରଭୁଙ୍କୁ ଦର୍ଶନଃ କରିବାକୁ ଆସିଲେ ମହାପ୍ରସାଦ ଖାଇବାର ଇଛା ଥିଲେ ବି ଅତ୍ୟଧିକ ପଇସା ହେତୁ ସେ ଖାଇ ପାରୁନି ୧୦୦ ରୁ ୨୦୦ ଟଙ୍କାରେ ବି ମଣିଷ ଶାନ୍ତିରେ ଖାଇ ପାରୁନି ।
କେତେ ଟଙ୍କା ବଢ଼ିଲା… (ବଢ଼ିଲା ମହାପ୍ରସାଦର ଦର ଦାମ)
ଯେଉଁ ଅନ୍ନ ୧୦୦ ଟଙ୍କାରେ ମିଳୁଥିଲା ଏବେ ସେ ୨୦୦ ଟଙ୍କାରେ ମିଳୁଛି ଯୋଉ, ଡାଲି କୁଡୁଆ ୬୦ ଟଙ୍କାରେ ମିଳେ ଏବେ ୧୫୦ ଟପି ଗଲାଣି ସବୁ ଅଭଡା ରେ ଦାମ ଡବଲ ରେଟ ହୋଇ ଗଲାଣି ମହାପ୍ରଭୁଙ୍କ ଭୋଗ କୁଡୁଆ କିଣିବାକୁ ହେଲେ ୨୦୦ ରୁ ୨୫୦ ଟଙ୍କା ପଡିଯାଉଛି ଆଗରୁ ଯେଉଁ ଘିଅର ବ୍ୟବହାର ହୋଇଥିଲା ତାହା କିଲୋ ପ୍ରତି ୨୫୦ ଟଙ୍କା ରହିଥିଲା ହେଲେ ଏବେ ଓମ୍ଫେଡ ଘିଅ ବ୍ୟବହାର କଲେ କିଲୋ ପିଛା ୬୦୦ ଟଙ୍କା ପଡିଯାଉଛି ଏବଂ ସେଠି ପାଇଁ ଭକ୍ତମାନେ ଅସୁବିଧାରେ ପଡୁଛନ୍ତି ଏବଂ ପୁରୀ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ମହାପ୍ରସାଦ ଦର ଠିକ ରହିଲେ ଭକ୍ତମାନେ ଯେଉଁ ସବୁ ବାହାରୁ ଆସୁଛନ୍ତି ତାଙ୍କୁ ଅସୁବିଧା ହେବ ନାହିଁ ଏବଂ ଏହା ବହୁତ ଶୀଘ୍ର କାଯ୍ୟ କାରି ହବ…
Our Channel 👇👇👇👇👇