ତାମିଲନାଡୁର ଗୋଟିଏ ଘରେଇ ମେଡିକାଲରେ ଭୟାନକ ନିଆଁ

ତାମିଲନାଡୁର ଗୋଟିଏ ଘରେଇ ମେଡିକାଲରେ ଭୟାନକ ନିଆଁ ଲାଗି ଯାଇଥିଲା ଗତକାଲି ଗୁରୁବାର ଦିନ ରାତିରେ ଏଭଳି ଏକ ଦୃଘଟଣା ଘଟିଛି ନିଆଁ ଟି ବହୁତ ଜୋରେ ଲାଗିଯାଇଥିଲା ଏବଂ ମେଡିକାଲରେ ଥିବା ସମସ୍ତ ରୋଗୀ ଏବଂ ହସ୍ପିଟାଲ କର୍ମଚାରୀ ଭୟଭୀତ ହୋଇ ଯାଇଛନ୍ତି ।

ଅଗ୍ନିକାଣ୍ଡରେ ୭ ଜଣ ଶିଶୁ ମହିଳା ମୁର୍ତ୍ୟୁ ବରଣ କରିଛନ୍ତି ଏବଂ ଅନେକ ରୋଗୀ ଆହତ ହୋଇଛନ୍ତି ସମସ୍ତ ଆହତ ରୋଗୀ ମାନଙ୍କୁ ଅନ୍ୟ ପାଖ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି ଘଟଣା ସ୍ଥଳରେ ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବାହିନୀ ଟିମ ଆସି ପହଁଚି ଥିଲା ନିଆଁକୁ ଲିଭଇବାରେ ଲାଗିଥିଲା ସମସ୍ତ ରୋଗୀ ମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟ୍ୟମରେ ଉଦ୍ଧାର ହୋଇ ଥିଲେ । ତିନି ଜଣ ବ୍ୟକ୍ତି ଅଧିକ ଗୁରୁତର ଅବସ୍ଥାରେ ଅଛନ୍ତି ନିଆଁ ଲାଗିବାର କାରଣ ଜଣାପଡ଼ିନି ଏଭଳି ଏକ ଦୃଘଟଣା ମେଡିକାଲରେ ଘଟିଥିବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଛନ୍ତି ।

ତାମିଲନାଡୁର ଗୋଟିଏ ଘରେଇ ମେଡିକାଲରେ ଭୟାନକ ନିଆଁ

Our Channel (Odia Khabar)

Leave a Comment