IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ

IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ଗତ କିଛି ଦିନ ତଳେ ଦିଲ୍ଲୀ ସିବିଆଇର ଟିମ ଗୋଟେ କମ୍ପାନୀକୁ ରେଡ କରିଥିଲା କମ୍ପାନୀ ସାଙ୍ଗରେ ବିଷ୍ଣୁପଦ ସାମିଲ ରହିଥିଲେ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ kara ଯାଇଥିଲା ସିବିଆଇ ୧୦ ତାରିଖ ଦିନ ବିଷ୍ଣୁପଦ ସେଠୀଙ୍କୁ ନୋଟିସ ପଠାଇଥିଲା ଏବଂ ୧୧ ତାରିଖ ଦିନ ୧୦ ବେଳେ ହାଜର ହେବା ପାଇଁ ନୋଟିସ ଦିଆଯାଇ ଥିଲା

ବ୍ରିଜ ଆଣ୍ଡ ରୂଫ କମ୍ପାନୀ ସହିତ କଣ ସମ୍ପର୍କ ଥିଲା ଆକାଉଣ୍ଟ କୁ କଣ ପାଇଁ ପଇସା ପଠାଯାଇଥିଲା ତଦନ୍ତ କରୁଛି ସିବିଆଇ ଟିମ । ଡ୍ରାଇଭର ସମେତ ୩ ଜଣ ନିକଟକୁ ସମନ ପଠାଇଛି ସିବିଆଇ ଟିମ । ଏ ସବୁ ନେଇ ମୁହଁ ଖୋଲି ନାହିନ୍ତି ବିଷ୍ଣୁପଦ ସେଠୀ ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର କାମ ଠିକ ସମୟରେ ହୋଇଥିଲା କି ନାଇଁ ସିବିଆଇ ଯାଞ୍ଚ କରିବ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ମିଳିଥିଲା ସିବିଆଇ ଅଫିସର ଟିମ ବିଷ୍ଣୁପଦ ସେଠୀଙ୍କୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଆଜି ହଜାର ହୋଇପରାନ୍ତ ବିଷ୍ଣୁପଦ ସେଠୀ କଣ ପ୍ରଶ୍ନ ପଚାରିବ ସିବିଆଇ ଟିମ…

Our Channel (Odia Khabar)

Leave a Comment