ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ICU ଭର୍ତି ହୋଇଛନ୍ତି । ଦିଲ୍ଲୀରେ ଥିବା ଆପୋଲୋ ହସ୍ପିଟାଲ ରେ ଭର୍ତି କରିଯାଇଛି ବିଜେପିର ହେଉଛନ୍ତି ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତର କହିବା ଅନୁଯାଇ ତାଙ୍କ ଅବସ୍ଥା ଏବେ ଠିକ ଅଛି ସେ ଏବେ ୯୭ ବର୍ଷ ବୟଷରେ ପହଞ୍ଚିଛନ୍ତି । ଆଡ଼ଭାନୀ ଏହା ପୂର୍ବରୁ ଗତ ତିନି ଚାରି ମାସ ମଧ୍ୟରେ ୪ ରୁ ୫ ଥର ମେଡିକାଲରେ ଭର୍ତି ହେଇଛନ୍ତି ଏବଂ ପୁଣି ଦେହ ଅସୁସ୍ଥ ହୋଇଥିବାରୁ ତାଙ୍କୁ ଦିଲ୍ଲୀରେ ଆପୋଲୋ ମେଡିକାଲରେ ରଖାଯାଇଛି ।
ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କାରାଯାଇଥିଲା (ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ICU ଭର୍ତି ହୋଇଛନ୍ତି ।)
ଆଡ଼ଭାନୀଙ୍କ ସ୍ୱଷ୍ଟଅବସ୍ଥା ସ୍ଥିର ଅଛି ବୋଲି ସୂଚନା ମିଳିଛି କିଛି ଦିନ ପରେ ଅଗଷ୍ଟ ମାସରେ ଆଡ଼ଭାନୀଙ୍କୁ ମେଡିକାଲରେ ଭର୍ତି କରିଯାଇଥିଲା ଜୁଲାଇ ମାସରେ ମଧ୍ୟ୍ୟ ମେଡିକାଲ ଯାଇଥିଲେ ଆଡ଼ଭାନୀ ତାଙ୍କ ସ୍ୱାସ୍ଥଅବସ୍ଥା ସ୍ଥିର ନଥିବାରୁ ସେ କୌଣସି କାର୍ଯ୍ୟରେ ଯୋଗ ଦିଅନ୍ତି ନାହିଁ ଅଧିକାଂଶ ଘରେ ରୁହନ୍ତି ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କାରାଯାଇଥିଲା ସ୍ଵାସ୍ଥ ଖରାପ ହେତୁ ନିଜ ବାସ ଭବନରେ ରତ୍ନ ପ୍ରଦାନ ଦିଆଯାଇଥିଲା ।
Our Channel (Odia Khabar)