IAS ପଦବୀରୁ ବାହାରିଲେ ବିଷ୍ଣୁପଦ ସେଠି ୩ ଟି ମୁଖ୍ୟ ଭୂମିକାରେ କାର୍ଯ୍ୟ କରୁ ଥିଲେ । ଆଜି ତାଙ୍କୁ କାଯ୍ୟରୁ ବହିଷ୍କାର କରାଯାଇଛି କିଛି ଦିନ ତଳେ ବ୍ରିଜ ଆଣ୍ଡ ରୂଫ କମ୍ପାନୀରେ ରେଡ କରିଥିଲା CBI ଟିମ IAS ଅଫିସର ବିଷ୍ଣୁପଦ ସେଠିଙ୍କୁ କମ୍ପାନୀ ସହିତ ଲିଙ୍କ ରହିଥିବାର ସୂଚନା ପାଇଥିଲା ଦିଲ୍ଲୀ CBI ଟିମ ଏବଂ ବିନା ଟେଂଣ୍ଡରରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିବାର ଅଭିଯୋଗ ଆସିଥିଲା ବିଷ୍ଣୁପଦଙ୍କ ନାମରେ ଡ଼ିସେମ୍ବର ୧୧ ତାରିଖ ଭୁବନେଶ୍ୱରରେ ଥିବା CBI କାର୍ଯ୍ୟାଳୟରେ ପହଂଚିବାକୁ ନିର୍ଦେଶ ଦିଆଯାଇଥିଲା ଟେଣ୍ଡର ଫିକ୍ସସିଙ୍ଗ ଏବଂ ୧୦ ଲକ୍ଷ ଟଙ୍କା ଏଭିଯୋଗରେ ୩ ଜଣକ ନାମରେ ତଦନ୍ତ ଚାଲିଛି ବିଷ୍ଣୁପଦ ସେଠି ଓ ତାଙ୍କ ଡ୍ରାଇଭରଙ୍କ ନରେ ମାମଲା ଚାଲିଛି ଶନିବାରଦିନ ନୁରସିଂହ ନାମକ ଡ୍ରାଇଭର ଜଣକ CBI କାର୍ଯ୍ୟାଳୟରେ ହଜାର ହୋଇଥିଲେ ଏବଂ କାଲି ବିଷ୍ଣୁପଦ ସେଠିଙ୍କୁ IAS ପଦବୀରୁ ବହିଷ୍କାର କରି ଓଏସଡି ପଦବୀରେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର ଆଜି ହଜାର ହେବେ CBI କାର୍ଯ୍ୟାଳୟରେ ବିଷ୍ଣୁପଦ ସେଠି ।
IAS ପଦବୀରୁ ବାହାରିଲେ ବିଷ୍ଣୁପଦ ସେଠି
Our Channel (odia Khabar)