ଇଣ୍ଟରନାସନାଲ ଟେଷ୍ଟ କ୍ରିକେଟ ରୁ ସନ୍ୟାସ ନେଲେ ରବିଚନ୍ଦ୍ରନ ଅଶ୍ଵିନ

ଇଣ୍ଟରନାସନାଲ ଟେଷ୍ଟ କ୍ରିକେଟ ରୁ ସନ୍ୟାସ ନେଲେ ରବିଚନ୍ଦ୍ରନ ଅଶ୍ଵିନ ଆଜି ଅଷ୍ଟ୍ରେଲିଆ , ଭାରତ ବର୍ଷା ଯୋଗୁ ଖେଳ ଡ୍ର ରହିଥିଲା ବେଳେ ପ୍ରେସ୍ରକନଫରେନ୍ସ ମାଧ୍ୟମରେ ଅଶ୍ବିନୀ ତାଙ୍କ ଅବସର ଘୋଷଣା କରିଛନ୍ତି ସମସ୍ତ ଖେଳାଳି ମନକୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ବିନୀ ତାଙ୍କ କ୍ୟାରିଅରରେ ୧୦୬ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଟେଷ୍ଟରେ ୩୫୦୩ ରନ କରିଛନ୍ତି ୬ ଟି ଶର୍ତ୍ତକ ୧୪ ଟି ଅର୍ଧ ଶର୍ତ୍ତକ କରିଛନ୍ତି ୫୩୭ ଟି ୱିକେଟ୍ ହାସଲ କରିଛନ୍ତି ୩୭ ଥର ୫ ୱିକେଟ୍ ହାସଲ କରିବା ସହିତ ୮ ଥର ୧୦ ୱିକେଟ୍ ନେଇପାରିଛନ୍ତି ODI ରେ ୧୧୬ ଟି ମ୍ୟାଚ ଖେଳିବା ସହ ୧୫୬ ଟି ୱିକେଟ୍ ଗୋଟିଏ ଅର୍ଧ ଶର୍ତ୍ତକ ହାସଲ କରିଛନ୍ତି ରବିଚନ୍ଦ୍ରନ ଅଶ୍ଵିନ T 20 ମ୍ୟାଚରେ ୬୫ ଟି ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି ୭୨ ଟି ୱିକେଟ୍ ନେବାରେ ସକ୍ଷମ ହୋଇଛନ୍ତି…

କେବଳ IPL ମ୍ୟାଚ ଖେଳିବେ ରବିଚନ୍ଦ୍ରନ ଅଶ୍ଵିନ (ଇଣ୍ଟରନାସନାଲ ଟେଷ୍ଟ କ୍ରିକେଟ ରୁ ସନ୍ୟାସ ନେଲେ ରବିଚନ୍ଦ୍ରନ ଅଶ୍ଵିନ)

ଟେଷ୍ଟ ମ୍ୟାଚ ୨୦୧୧ ମସିହା ୱେଷ୍ଟଇଣ୍ଡିଜ ବିପଖ୍ୟରେ ଡେବ୍ୟୁ କରିଥିଲେ ଅଶ୍ଵିନ ଶେଷ ମ୍ୟାଚ ଡ଼ିସେମ୍ବର ୬ ତାରିଖ 2024 ମସିହା ଅଷ୍ଟ୍ରେଲିଆ ଵିପଖ୍ୟରେ ଖେଳିଥିଲେ ଆଗରୁ ODI ଏଵଂ T20 ମ୍ୟାଚରୁ ଅବସର ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ଵିନ ଏବେ କେବଳ IPL ମ୍ୟାଚ ଖେଳିବେ ରବିଚନ୍ଦ୍ରନ ଅଶ୍ଵିନ ଆନ୍ତର୍ଜାତିକ ଖେଳରୁ ଏଲବିଡା କରିଛନ୍ତି ନମ୍ବର ୧ ବୋଲର ରବିଚନ୍ଦ୍ରନ ଅଶ୍ଵିନ…

Our Channel (odia Khabar)

Leave a Comment