ରୁଷ ଦେଶ ବାହାର କରିଛି କ୍ୟାନସର ରୋଗର ଟୀକା

ରୁଷ ଦେଶ ବାହାର କରିଛି କ୍ୟାନସର ରୋଗର ଟୀକା ବହୁତ ବର୍ଷ ଧରି ଲୋକମାନେ ଯେଉଁ ରୋଗରେ ମୁର୍ତ୍ୟୁ ବରଣ କରି ଆସୁଛନ୍ତି । ଅନେକ ଗବେଷଣା କେନ୍ଦ୍ର ସହଯୋଗରେ ରୁଷ କ୍ୟାନସର ରୋଗର ଟୀକା ବାହାର କରିଛି । ଏହା ସମସ୍ତ ରୋଗୀ ମାନକୁ ମାଗଣାରେ ଦିଆଯିବ ବୋଲି ଘୋଷଣା କରାଯାଇଛି ୨ ୦୨୫ ମସିହା ଆରମ୍ଭରେ ଆସିବାର ସମ୍ଭାବନା ଅଛି। ଅନେକ ଗବେଷଣଙ୍କ ସାହଜରେ କ୍ୟାନସର ଟୀକାର ବିକଶିତ ହୋଇପାରିଛି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଚଳିତ ବର୍ଷ ଆରମ୍ଭରେ କହିଥିଲେ ଆମେ ଏକ ନୂତନ ପିଢ଼ିର କର୍କଟ ଟିକା ଏବଂ କ୍ୟାନସର ରୋଗର ପାରମ୍ଭରେ ନିକଟରେ ପହଞ୍ଚିଛୁ ।

ଏହା ଲୋକମାନଙ୍କ ପାଖରେ କେବେ ପହଂଚିବ (ରୁଷ ଦେଶ ବାହାର କରିଛି କ୍ୟାନସର ରୋଗର ଟୀକା)

ଏହା କ୍ରର୍କଟ ଏହି ଟୀକା କର୍କଟ ଟ୍ୟୁମର ବୃଦ୍ଧି ପାଇବାବେଳେ ଏହା କମିବାରେ ସାହାଯ୍ୟ କରିଥଏ ଏହି ଟୀକା ଆସନ୍ତା ବର୍ଷ ସମସ୍ତ ଲୋକମାନଙ୍କ ପାଖରେ ପହଂଚିବା କାର୍ଯ୍ୟ ପ୍ରକ୍ରିୟା ଚାଲିଅଛି ।

Our Channel (odia Khabar)

Leave a Comment