ଓଡ଼ିଶାର ଉପକୂଳ ଅଂଚଳରେ ଲଘୁଚାପ ସୃଷ୍ଟି | ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି କାଲିଠୁ ଅନେକ ରାଜ୍ୟର ଅନେକ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି | ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବାର ସମ୍ଭାବନା ଅଛି | ଆସନ୍ତା ୨ ଦିନ ପରେ ୨ ରୁ ୪ ଡିଗ୍ରୀ ତାପମାତ୍ରା କମିବାର ପାଣିପାଗ ବିଭାଗରୁ ସୂଚନା ମିଳିଛି | ଗତ ୨୪ ଘଣ୍ଟା ମଧ୍ୟରେ ନୟଗାର୍ଡ଼ ଜିଲ୍ଲାରେ ୧୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଆସନ୍ତା ଦୁଇ ଦିନ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା କମିବାର ପାଣି ପାଗ ବିଭାଗରୁ ସୂଚନା ମିଳିଛି | ମାଲକାନଗିରି , କୋରାପୁଟ ରାୟଗଡ଼ା ,ପୁରୀ ଜିଲ୍ଲା ମାନଙ୍କରେ ମାଧ୍ୟ୍ୟମ ଧରଣର ବର୍ଷା ହେବାର ସୂଚନା ମିଳିଛି |
କାଲିଠାରୁ ପାଣିପାଗରେ ହେବ ପରିବର୍ତନ କମିବ ବର୍ଷା |
ଏବେ ରାଜ୍ୟରେ କିଛି ଦିନ ସମସ୍ତ ଜିଲ୍ଲାରେ ଶୀତର ଲହରୀ ଦେଖିବାକୁ ମିଳିଥିଲା | ଲଘୁଚାପ ସୃଷ୍ଟି ହେବ ଫଳରେ ସୀତାର ପକଳ୍ପ କମିଥିଳା ପୁଣି ଥରେ ଲଘୁଚାପ କମିବା ଦ୍ୱାରା ରାଜ୍ୟରେ ଶୀତର ପକଳ୍ପ ପୁଣି ଥରେ ଦେଖିବାକୁ ମିଳିବ | ୨୪ ଘଣ୍ଟାରେ ବର୍ଷା ର ପରିମାଣ ରେକର୍ଡ କାରଯାଇଛି ଖୋର୍ଦ୍ଧା ଜିଲ୍ଲାରେ ୭୫ ମିମି , ଜଗତସିଂହପୁର ୬୧ . ୨ ମିମି, ପାରାଦୀପ ୬୧ . ୧ ମିମି ଭୁବନେଶ୍ୱର ୫୧.୬ ମିମି , ନୟାଗଡ ୪୯ ମିମି , ପୁରୀ ୪୦.୫ ମିମି ରେକର୍ଡ କରାଯାଇଛି ଏବଂ କାଲିଠୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା କମିବାର ସୂଚନା ମିଳିଛି |
(ଓଡ଼ିଶାର ଉପକୂଳ ଅଂଚଳରେ ଲଘୁଚାପ ସୃଷ୍ଟି )