ଟ୍ରକ ଦୃଘଟଣାରେ ୪ ମୂର୍ତ ୨୫ ରୁ ଅଧିକ ଆହତ ଛତିଶଗଡର ଦରଭା ନିକଟରେ ଘଟିଛି ଏକ ମର୍ମତୁଣ୍ଡ ଦୁର୍ଘଟଣା |ଗତକାଲି ଶନିବାର ଦିନ ଟ୍ରକରେ ବସି ଲୋକେ ଯାଈଥିବାବେଳେ ଏଭଳି ଏକ ଦୃଘଟଣା ଘଟିଛି | ଚାଣ୍ଡାମେଟ ଗ୍ରାମର ଲୋକମାନେ ସମସ୍ତେ ଟ୍ରକ ରେ ହାଟକୁ ଯାଉଥିବାବେଳେ ଛତିଶଗଡ଼ରେ ଭାରସ୍ୟାମ ହରାଇ ଓଲଟିଲା ଟ୍ରକ ଏବଂ ଯାହା ଫଳରେ ୫ ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିବା ସହ ୨୫ ରୁ ଉର୍ଧ ବ୍ୟକ୍ତି ଆହତ ହୋଇଛନ୍ତି | ଛତିଶଗଡ଼ରେ ଭାରସ୍ୟାମ ହରାଇ ଓଲଟିଲା ଟ୍ରକ |
ଭାରସ୍ୟାମ ହରାଇଲା ଟ୍ରକ ୫ ମୂର୍ତ ୨୫ ଆହତ |
| ମୂର୍ତକଙ୍କ ଭିତରୁ ୩ ଜଣ ମହିଳା ୧ ପୁରୁଷ ରହିଥିବାର ସୂଚନା ମିଳିଛି ଗୁରୁତର ବ୍ୟକ୍ତି ମନକୁ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ମେଡିକାଲରେ ଭର୍ତି କାରଯାଇଥିଲା | ଦୁର୍ଘଟଣାର କିଛି ଦୂରରେ ସିଆରପିଏଫ କ୍ୟାମ୍ପ ରହିଥିଲା ଦୁର୍ଘଟଣାର ଖବର ପାଇଁ ସମସ୍ତ ଯବାନ ସାହାଯ୍ୟ କରିଥିଲେ | ଏହି ଭଳି କାଲି ଗୋଟେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଏକାଧିକ ଲୋକ ଟ୍ରକ ରେ କାମକୁ ଯାଉଥିବାବେଳେ ଦୃଘଟଣା ଘଟିଥିଲା | ସମସ୍ତ ଗୁରୁତର ଆହତ ବ୍ୟକ୍ତିମାନଙ୍କର ମେଡିକାଲରେ ଚିକିର୍ଷ କାର୍ଯ୍ୟ ଚାଲିଅଛି |