ଏବେ ପ୍ରତ୍ୟକ ମାସ ମିଳିବ ରାସନ ଚାଉଳ |

ନୂଆ ବର୍ଷରେ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି | ପ୍ରତି ତିନି ମାସରେ ରାସନ କାର୍ଡ ବ୍ୟକ୍ତି ମାନଙ୍କୁ ଗୋଟିଏ ଥର ଚାଉଳ ଦେବା କାର୍ଯ୍ୟ ପ୍ରଦାନ କରାଯାଉଥିଲା | ଏବଂ ମାଗଣାରେ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିଲା | ନିୟମ ବଦଳାଇ ଆସନ୍ତା ବର୍ଷରେ ପ୍ରତ୍ୟକ ମାସରେ ସମସ୍ତ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯିବ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର କହିଛନ୍ତି |

କଣ ପାଇଁ ସରକାର ତିନି ମାସକୁ ଥରେ ଚାଉଳ ଦେବା ବନ୍ଦ କଲେ |

ତିନି ମାସର ଚାଉଳ ପ୍ରଦାନ କରିବା ଦ୍ୱାରା ବହୁତ ପରିମାମରେ ଚାଉଳ ହେବାରୁ ଏବେ ମାସକୁ ମାସ ପ୍ରଦାନ କରାଯିବ | ଏବଂ ଡିଲର ମାନେ ଅଧିକ ଚାଉଳର ସୁଯୋଗ ନେଇ ହିତାଧିକାରୀଙ୍କୁ ଠିକ ଭାବରେ ଚାଉଳ ପ୍ରଦାନ କରୁନାହାନ୍ତି | ଏବଂ ତିନି ମାସର ଚାଉଳ ଦେବା ଦ୍ୱାରା ଲୋକମାନେ ଅସୁବିଧାରେ ପଇଲେ ଚାଉଳ ବିକ୍ରି କରିଦେବାର ସୂଚନା ମିଳିଛି |ଏବେ ସମସ୍ତ ହିତାଧୀକାରି ମାସକୁ ମାସ ଡିଲର ନିକଟରୁ ଚାଉଳ ପାଇପାରିବେ | ଏବେ ଡିଲର ମାନେ ବିନା ଠକାମିରେ ଚାଉଳ ଦେବାକୁ ବାଧ୍ୟ୍ୟ ହେବେ | ସରକାରଙ୍କ ଏହି ନିୟମ ଆସନ୍ତା ବର୍ଷ ଜାନୁଆରୀ ମାସରେ ଲାଗୁ ହବ |

(ଏବେ ପ୍ରତ୍ୟକ ମାସ ମିଳିବ ରାସନ ଚାଉଳ )

Odia Khabar

Leave a Comment