ଓଡ଼ିଶାରେ କାଲିଠୁ ପୁଣି ବର୍ଷା |

ଓଡ଼ିଶାରେ କାଲିଠୁ ପୁଣି ବର୍ଷା ହେବାର ସମ୍ଭାବନା ଅଛି | ରାଜ୍ୟରେ କିଛି ଦିନ ତଳେ ଲଘୁଚାପ ସୃଷ୍ଟି ହେବା ଫଳରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଲାଗି ରହିଥିଲା | ଏବଂ ଓଡ଼ିଶାରେ କାଲିଠୁ ପୁଣି ବର୍ଷା ହେବାର ସମ୍ଭାବନା ଅଛି ଏବେ ଲଗାଣ ବର୍ଷା ଯୋଗୁ ସମସ୍ତ ଓଡିଶା ବାସି ଅସୁବିଧାର ସମୁଖିନ୍ନ ହୋଇଛନ୍ତି |ବର୍ଷା ଲାଗିରହିଥିବାରୁ ଚାଷୀ ମାନଙ୍କ ଫସଲ ସବୁ ନଷ୍ଟ ହୋଇଥିଲା ଏବଂ ଚାଷୀ ଗଣ ସରକାରଙ୍କ ନିକଟରେ କ୍ଷତି ପୁରଣ ଦାବି କରିଥିଲେ | ଏବଂ ଆଜି ସରକାର ଚାଷୀ ମାନଙ୍କ ମଞ୍ଜୁରୀ ସ୍ୱୀକାର କରିଛନ୍ତି |

କେତେ ଦିନ ଲାଗି ରହିବ ବର୍ଷା |

ଆଜି ଆଞ୍ଚଳିକ ପାଣି ପାଗ ବିଭାଗରୁ ୨ ଦିନ ବର୍ଷା ହେବାର ସୂଚନା ମିଳିଛି ଆସନ୍ତା କାଲି ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଲାଗି ରହିବ | କେନ୍ଦ୍ରାପଡା , କୋରାପୁଟ , ଗଜପତି , ଗଂଜାମ ପୁରୀ , ଖୋର୍ଦ୍ଧା ଜିଲ୍ଲା ମାନଙ୍କରେ ମଧ୍ୟ୍ୟମ ଧରଣର ବର୍ଷା ଲାଗିରହିବାର ସୂଚନା ମିଳିଛି | ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଏବଂ ୨୬ ତାରିଖରୁ ବର୍ଷା କମିବାରୁ ପାଣି ପାଗ ବିଭାଗରୁ ସୂଚନା ମିଳିଛି | ପାଣିପାଗ ବିଭାଗ କେନ୍ଦ୍ରରୁ ମନୋରମ ମହାନ୍ତି ସୂଚନା ଦେଇଛନ୍ତି |

Odia Khabar

Leave a Comment