ଫେବୃଆରୀ ୧୯ ରୁ ଚାମ୍ପିୟନ ଟ୍ରଫି ଆରମ୍ଭ | ଆୟୋଜିତ ହେବାକୁ ଯାଉଛି ଚାମ୍ପିୟନ ଟ୍ରଫି ଫେବୃଆରୀ ୧୯ ତାରିଖରୁ ମ୍ୟାଚ ଆରମ୍ଭ ହେବ ମାର୍ଚ୍ଚ ୯ ତାରିଖରେ ସରିବ | ଏବଂ ପାକିସ୍ତାନରେ ସମସ୍ତ ମ୍ୟାଚ ଖେଳିବାକୁ ଭାରତ ସ୍ୱୀକାର କରିନଥିଲା | ଚାମ୍ପିୟନ ଟ୍ରଫିର ସମସ୍ତ ଵିଵାଦ ତୁଟିଲା ଭାରତର ସମସ୍ତ ମ୍ୟାଚ ଦୁବାଇରେ ଆୟୋଜନ କରାଯାଇଛି |
ଭାରତର ସମସ୍ତ ମ୍ୟାଚ ଦୁବାଇରେ ଆୟୋଜନ କରାଯାଇଛି |
ଭାରତ ଚାମ୍ପିୟନ ଟଫି ର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିବ ଏବଂ ୨୩ ତାରିଖରେ ଭାରତ ପାକିସ୍ତାନର ମ୍ୟାଚ ଦେଖିବାକୁ ମିଳିବ | ଚାମ୍ପିୟନ ଟଫି ର ଆରମ୍ଭରେ ପାକିସ୍ତାନ ସହିତ ନ୍ୟୁଜିଲାଣ୍ଡର ମ୍ୟାଚ ରହିଛି ମାର୍ଚ୍ଚ ୯ ତାରିଖରେ ଫାଇନାଲ ମ୍ୟାଚ ରଖଯାଇଛି | ମାର୍ଚ୍ଚ ୨ ତାରିଖରେ ଭାରତ ନୁଁଜିଲାଣ୍ଡ ସହିତ ମ୍ୟାଚ ଖେଳିବ ହାଇବ୍ରିଡ଼ ମଡେଲରେ ସମସ୍ତ ମ୍ୟାଚ ଖେଳାଯିବ | ପାକିସ୍ତାନରେ ଭାରତର ସମସ୍ତ ମ୍ୟାଚ ଖେଳିବାକୁ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ମନାକରିଥିଲା | ଏବଂ ଆଇସିସି ଭାରତର ସମସ୍ତ ମ୍ୟାଚକୁ ଦୁବାଇରେ ରଖାଯାଇଛି |