କୋହଳା ପାଗକୁ ଲାଗି ରହିଛି ଝିପି ଝିପି ବର୍ଷା ପୁଣି ଲଘୁଚାପ ସୃଷ୍ଟି ହେତୁ ବର୍ଷା ଲାଗିରହିଥିବାରୁ ସମସ୍ତ ଓଡିଶାବାସି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ଏବେ ସମସ୍ତ ରାଜ୍ୟରେ କୋହୋଲା ପାଗ ସହିତ ଝିପି ଝିପି ବର୍ଷ ଦେଖାଦେଇଛି ଆଜି ୮ ଟି ଜିଲ୍ଲାକୁ ସତର୍କ ରହିବ ପାଇଁ ପାଣି ପାଗ ବିଭାଗ ସୂଚନା ଦେଇଛି | ସେଶବୁ ଜିଲ୍ଲା ଗୁଡିକ ହେଲା ପୁରୀ, ଖୋର୍ଡ, ଗଂଜାମ , କୋରାପୁଟ, ରାୟଗଡା, ମାଲକାନଗିରି ,ନବରଙ୍ଗପୁର , ଜିଲ୍ଲାମାନଙ୍କରେ ବର୍ଷା ଲାଗି ରହିବ |
୨୭ ତାରିଖରେ ପୁଣି ବର୍ଷା ହେବାର ସମ୍ଭାବନ ଅଛି |
୨୭ ତାରିଖରୁ ପୁଣି ଲଘୁଚାପ ସୃଷ୍ଟି ହେବାର ପାଣି ପାଗ ବିଭାଗରୁ ସୂଚନା ମିଳିଛି | ରାଜ୍ୟରେ ସମସ୍ତ ଜିଲ୍ଲାରେ ବର୍ଷା ଲାଗି ରହିଛି | ଲଗାନା ବର୍ଷା ଯୋଗୁ ରାଜ୍ୟରେ ସମସ୍ତ ଚାଷୀଙ୍କ ଫସଲ ନଷ୍ଟ ହେବାର ଆଗରୁ ଦେଖାଯାଇଥିଲା | ଅନେକ ଫସଲ ନଷ୍ଟ ହେବାର ସହ ଅତ୍ୟଧିକ କ୍ଷତିରେ ସାମ୍ନା କରିବାକୁ ପଡିଥିଲା | ଏବଂ ଲଘୁଚାପ ସୃଷ୍ଟି ହେତୁ ଚାଷୀଙ୍କ ଚିନ୍ତା ବଢ଼େଇ ଦେଇଛି | ରାଜ୍ୟରେ ସମସ୍ତ ଜିଲ୍ଲାରେ ବର୍ଷା ଲାଗି ରହିଛି | ସାରକାରଙ୍କ ନିକଟରେ କ୍ଷତିପୁରଣ ଦାବି କରିଥିଲେ ଚାଷୀଗଣ | ବର୍ଷା ଲାଗି ରହିଥିବା ବେଳେ କାଲିଠୁ ଶୀତର ପରିମାଣ ବଢିବାର ସୂଚନା ମିଳିଛି |