ବିଦ୍ୟୁତ ତାରରେ ବିଲ ମଝିରେ ଜଳିଗଲେ ଚାଷୀ।

ବିଦ୍ୟୁତ ତାରରେ ବିଲ ମଝିରେ ଜଳିଗଲେ ଚାଷୀ। | ଏପରି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ମୃତ ଚାଷୀ ଜଣ ହେଲେ ପ୍ରମୋଦ ଦାସ | ଚାଷୀ ଜଣକ ଆଜି ବିଲକୁ ଯାଉଥିବାବେଳେ ବିଦ୍ୟୁତ ତରାରେ ପୋଡିହୋଇ ମୁର୍ତ୍ୟୁ ବରଣ କରିଛନ୍ତି | ଚାଷୀ ଜଣକ ବିଲ ଦେଇ ୧୧ କଭି ବିଦ୍ୟୁତ ତାର ଯାଉଥିବାବେଳେ ବିଦ୍ୟୁତ ତାର କରେଣ୍ଟ ଲାଗି ପ୍ରମୋଦ ଦାସ ମୁର୍ତ୍ୟୁ ବରଣ କରିଛନ୍ତି | ବିଦ୍ୟୁତ ବିଭାଗଙ୍କ ତ୍ରୁଟି ହେତୁ ଚାଷୀ ଜଣକ ମୁର୍ତ୍ୟୁ ଘଟିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି | ଏଭଳି ଏକ ଦୁଃଖଦ ଘଟଣା ଘଟିଥିବାରୁ ଘଟଣା ସ୍ଥଳରେ ପ୍ରବଳ ଉତେଜନା ଦେଖାଦେଇଥିଲା | ସ୍ଥାନୀୟ ବାସିନ୍ଧା ରାସ୍ତା ଅବରଧ କରିଥିଲେ ଏବଂ ଚାଷୀଙ୍କ ମୁର୍ତ୍ୟୁ ସରିରକୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ରଖି କ୍ଷତି ପୂରଣ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଧା |

Leave a Comment