ଫସଲ ନଷ୍ଟ ହେବାରୁ ଏବେ ଚିନ୍ତାରେ ଚାଷୀ ନୟାଗଡ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଚାଷୀମାନଙ୍କ ଫସଲ ନଷ୍ଟ ହୋଈଛି | ସାନଖେମୁଣ୍ଡି ଜଲମେର ଗାଁ ରେ ଲଗାଣ ବର୍ଷ ଯୋଗୁ ଧାନ ଫସଲ ନଷ୍ଟ ହେବା ସହ ମୁଗ , ବିରି , ପନିପରିବା ସମସ୍ତ ଫସଲ ସବୁ ନଷ୍ଟ ହୋଇଛି | ଏବେ ଫସଲ ନଷ୍ଟ ହେବାରୁ ଚିନ୍ତାରେ ଚାଷୀ ଧାନ ଗୁଡିକ ସବୁ ଗଜା ହେବାକୁ ଲାଗିଲାଣି ସମସ୍ତ ଚାଷୀ ଦାବି କରିଛନ୍ତି ସରକାର ଧାନ ଗୁଡିକ ଗ୍ରହଣ କରିବାକୁ ନିବେଦନ କରିଛନ୍ତି | ଏବଂ ଫସଲ କ୍ଷତି ପୁରଣ ବହନ କରିବାକୁ ଚାଷୀ ଗଣ ମତ ରଖିଛନ୍ତି ଏବଂ ନୟାଗଡ ଜିଲ୍ଲାରେ ମଧ୍ୟ୍ୟ ସମସ୍ତ ଚାଷୀଗଣ ଫସଲ ନଷ୍ଟ ହେବ ଦେଖାଦେଇଛି ଏବେ ଋଣ ଟଙ୍କା କେମିତି ସୁଝିବେ ଚିନ୍ତାରେ ଏବେ ଚାଷୀ | ଏବର୍ଷ ଫସଲ ଭଲ ହୋଇଥିଲା ବୋଲି କହିଥିଲେ ଚାଷୀ ଏବଂ ଅଦିନିଆ ବର୍ଷା ଯୋଗୁ ଫସଲ ସବୁ ନଷ୍ଟ ହୋଈଛି |