ବିମାନ କ୍ରାସ ହେବା ଫଳରେ ଜଳିଗଲେ ୧୭୮ ଯାତ୍ରୀ | ଏବେ କିଛି ଦିନ ତଳେ ବିମାନ କ୍ରାସ ହେବା ଘଟଣା ଦେଖାଦେଇଥିଲା | ଏବଂ ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି କଲି ରବିବାର ସକାଳେ କୋରିଆର ଏକ ବଡ ବିମାନ ଦୃଘଟଣା ଘଟିଛି | ବିମାନରେ ୧୭୮ ଜଣ ଯାତ୍ରୀ ଥିବାର ସୂଚନା ମିଳିଛି ଏବଂ ତାଙ୍କ ଭାତରୁ ୧୨୦ ଜଣ ଯାତ୍ରୀ ମୁର୍ତ୍ୟୁ ଘଟିଛି ଅନ୍ୟ ଯାତ୍ରୀ ମାନେ ମୁର୍ତ୍ୟୁ ସହ ଲଢେଇ କରୁଛନ୍ତି | ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ମେଡ଼ିକାଲରେ ଚିକିର୍ଶା କାର୍ଜ୍ୟ ଚାଲିଅଛି ବିମାନଟି ଭରଷମ୍ୟ ହରାଇ ରନୱେରୁ ଖସିଯାଇଥିବାରୁ ଦୃଘଟଣା ଘଟିଥିବା ଅନୁମାନ କରାଯାଉଛି |ବିମାନ ଟି ଥାଇଲାଣ୍ଡ ଯାଇଥିଲା ଏବଂ ଥାଇଲାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିବା ବେଳେ ବିମାନଟି ରନୱେରୁ ଖସିଯାଇଥିବାରୁ ଏଭଳି ଦୃଘଟଣା ଘଟିଛି ବହୁତ ଯାତ୍ରୀ ମୁର୍ତ୍ୟୁ ବରଣ କରିବା ସହ ଅନ୍ୟ ମାନେ ମୁର୍ତ୍ୟୁ ସହ ଲଢେ କରିଛନ୍ତି |