୨୦୨୫ ମସିହାରେ ୩ ଥର ମିଳିବ ସୁଭଦ୍ରା ଟଙ୍କା |

୨୦୨୫ ମସିହାରେ ୩ ଥର ମିଳିବ ସୁଭଦ୍ରା ଟଙ୍କା | ଜାନୁଆରୀ ପ୍ରଥମ ସପ୍ତାହରେ ସମ୍ପୂର୍ଣ ସର୍ଭେ ସରିବା ପରେ ଏବଂ ମାର୍ଚ୍ଚ ମାସ ୮ ତାରିଖରେ ଓ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା | ଏହା ୨୦୨୫ ମସିହାରେ ପ୍ରାୟ ୩ ଥର ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି | ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ୩୦ ତାରିଖ ସୁଦ୍ଧା ପ୍ରାୟ ସବୁ ଫିଲଡ ରିପୋର୍ଟ ସରିଯିବ ଏବଂ କେହି ବି ସୁଭଦ୍ରା ଟଙ୍କାରୁ ବଂଚିତ ନ ରହିବା ପାଇଁ କାର୍ଯ୍ୟ ଜାରିଅଛି | ନୂଆବର୍ଷରେ ମହାପ୍ରଭୁ ମହିଳା ମାନଙ୍କୁ ସୁରକ୍ଷ୍ୟା ଦିଆନ୍ତୁ ଏବଂ ସମସ୍ତେ ସରକାର ନିକଟରେ ବିଶ୍ୱାସ ରଖନ୍ତୁ ସମସ୍ତଙ୍କୁ ଶୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା |

Odia Khabar

Leave a Comment