ବର୍ଷାରେ ଫସଲ ଖେୟ କ୍ଷତି କୁ ନେଇ ଚାଷୀଙ୍କ ନିକଟରେ ପହଁଚିଲେ ପୃବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ?

ବର୍ଷାରେ ଫସଲ ଖେୟ କ୍ଷତି କୁ ନେଇ ଚାଷୀଙ୍କ ନିକଟରେ ପହଁଚିଲେ ପୃବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଚାଷୀଙ୍କ ଏକର ଏକର ଫସଲ ଲଘୁଚାପ ବରଷାରେ ସବୁ ନଷ୍ଟ ହୋଇଥିଲା ଏବଂ ସମସ୍ତ ଚାଷୀ ଋଣ ଭାରରେ ବୁଡି ଅଛନ୍ତି | ଫସଲ ଖେୟ ଖ୍ୟତି କୁ ନେଇ ବାଲିକୁଦାର ଜଣେ ଚାଷୀ ମୁର୍ତ୍ୟୁ ବରଣ କରିଛନ୍ତି | ନବୀନ ପଟ୍ଟନାୟକ ମୁର୍ତ୍ୟୁ ବରଣ କରିଥିବା ଚାଷୀଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଛନ୍ତି | ନବୀନ ପଟ୍ଟନାୟକ ମୂର୍ତ ଚାଷୀଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଜୋଗାଇବା ପାଇଁ କହିଛନ୍ତି | ଆଜି ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ଚାଷୀ ଙ୍କ ଖୟକ୍ଷତି ବିଷୟରେ ଆଲୋଚନା କରିଥିଲେ | ଏବଂ କେନ୍ଦ୍ରାପଡା ପଟାମୁଣ୍ଡେଇ ବ୍ଲକ ଦୋଷୀଆ ଗାଁ ଏବଂ କଟକ ସାଲେପୁର କ୍ଷତି ହେଇଥିବା ଚାଷୀ ଙ୍କୁ ଭେଟି ଫସଲ ଖେୟ କ୍ଷତି କୁ ନେଇ ଆଲୋଚନା କରିବେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

Odia Khabar

Leave a Comment