ଆୟୁଷ୍ମାନ ଭାରତ ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ୍ୟ ଘୋଷଣା କଲେ ସରକାର |
ନୂଆ ବର୍ଷରେ ଲାଗୁ ହେବାକୁ ଯାଉଛି ସରକାରଙ୍କ ଗୋଟେ ନୂଆ ଯୋଜନା ଆୟୁଷ୍ମାନ ଭାରତ ଯୋଜନା | ଆସନ୍ତା ଫେବୃଆରୀ ମାସରେ ଆରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା | ସାରକରଙ୍କ ଏହି ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ୍ୟ ଏବଂ ତାଙ୍କର ମାଗଣା ଚିକିର୍ଷା ର ସୁବିଧା ବ୍ୟବସ୍ତା କରାଯାଇଛି |
କେବେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା ?
୨୦୨୫ ଫେବୃଆରୀ ମାସରେ ଆରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସମସ୍ତ ଓଡିଶା ବାସୀଙ୍କ ନିକଟରେ ଖୁବ ଶୀଘ୍ର ପହଂଚିବାକୁ ଯାଉଛି | ବୁଧବାର ଦିନ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ | ଇ-କେୱାଇସି ପ୍ରକ୍ରିୟାରେ ସମସ୍ତ ଲୋମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା କାର୍ଡ ପ୍ରଦାନ କରାଯିବ | ରାଜ୍ୟରେ ସାଢେ ୩ କୋଟି ଜନ ସାଧାରଣକୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯିବ | ଏହି ସୁବିଧା ରେ ୭୦ ବର୍ଷ ବୟଶରୁ ଉର୍ଧ ଲୋକମାନଙ୍କୁ ଏହି ସୁବିଧାରେ ସାମିଲ କରାଯାଇଛି | ଏବଂ ଗୋଟେ ପରିବାରର ପୁରୁଷ ମାନଙ୍କୁ ୫ ଲକ୍ଷ୍ୟ ଏବଂ ମହିଳା ମାନଙ୍କୁ ୧୦ ଲକ୍ଷ୍ୟ ସ୍ଵାସ୍ତ୍ୟ ଚିକିର୍ଷା ମାଧ୍ୟ୍ୟମରେ ପ୍ରଦାନ କରାଯିବ ଖୁବ ଶୀଘ୍ର ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା |