ଭୁବନେଶ୍ୱରରେ ଚାଲିବ ଡବଲ ଡେ଼କର ବସ ?

ଭୁବନେଶ୍ୱରରେ ଚାଲିବ ଡବଲ ଡେ଼କର ବସ ଆଜି ଭୁବନେଶ୍ୱରରେ ପହଂଚିବ ୨ ଟି ଡବଲ ଡେ଼କର ବସ | କଲି ଆଉ ୩ଟି ବସ ପହଂଚିବାର ସୂଚନା ମିଳିଛି | ବସଟି ମୁମ୍ବାଇରୁ ଭୁବନେଶ୍ୱର ଆସିବ ଏବଂ ମହାରାଷ୍ଟ୍ରରୁ ଆସିବ ୫ ଟି ଡବଲ ଡେ଼କର ବସ ଏହି ସୁବିଧା ଖାସ କରି ପ୍ରବାସୀ ଭାରତୀୟମାନଙ୍କ ପାଇଁ କରାଯାଉଛି | ଏବଂ ୩ ଦିନ ଧରି ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମାରହୋ କାର୍ଯ୍ୟ ପାଳନ କରାଯିବ |

ଡବଲ ଡେ଼କର ବସରେ କଣ କଣ ସୁବିଧା ଅଛି ?

ବସରେ ୬୪ ଜଣ ଯାତ୍ରୀ ବସିବାର ସୁବିଧା ରଖାଯାଉଛି ବସଟି ବ୍ୟାଟେରୀ ମାଧ୍ୟ୍ୟମରେ ଚାଲିବ | ଯାତ୍ରୀ ମାନଙ୍କ ସୁବିଧା ପାଇଁ ଅଧିକ ସେଫଟି ବ୍ୟବସ୍ତା ରଖାଯାଇଛି | ଭୁବନେଶ୍ୱର , କଟକ , ପୁରୀ ଯାତ୍ରା କରିବ ଡବଲ ଡେ଼କର ବସ ଏବଂ ଥରେ ଚାର୍ଜରେ ବସ ୧୫୦ କିଲୋମିଟର ଅତିକ୍ରମ କରିପାରିବ | ବସରେ ସବୁଠୁ ସୁବିଧା ଫାସିଲିଟି ହେଲା ବସର ବେଗ ୪୦ ରୁ ୪୫ କିଲୋମିଟର ବେଗରେ ଅତିକ୍ରମ କରିପାରିବାର କାର୍ଯ୍ୟ କରାଯାଇଛି |

Odia Khabar

Leave a Comment