ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା ଭୁବନେଶ୍ୱରର ଗୋଟେ ରେଳ ଧାରଣା ରୁ ମିଳିଛି ସ୍ୱରାଜ ବେହେରା ନାମକ ଯୁବକ ଜଣକ ର ମୂର୍ତ ଦେହ | ଏବଂ ପିଠି ଆଉ ଦେହରେ ଖଣ୍ଡା ଆଘାତ ଚିହ୍ନ ରହିଥିଲା ସ୍ବରାଜଙ୍କୁ କେହି ମରିଥିବାର ପରିବାର ଲୋକ କହିଛନ୍ତି | ୩ ଜଣ ଯୁବକ ସ୍ୱରାଜକୁ ମାରିଛନ୍ତି ବୋଲି କହିଛନ୍ତି ପରିବାର ଲୋକ ସ୍ୱରାଜ ରାତିରେ ଭୋଜି କରିବାକୁ ଯାଇଥିଲେ ଏବଂ ଆଉ ଘରକୁ ଫେରିନଥିଲେ ଏବଂ ତାଙ୍କ ମୂର୍ତ ଶରୀର ରେଳ ଧାରଣାରୁ ମିଳିଥିଲା |ଏବଂ ଘଟଣା ସ୍ଥଳରେ ବହୁତ ଉତେଜନା ଦେଖାଦେଇଥିଲା ପୋଲିସ କର୍ମଚାରୀ ସ୍ୱରାଜକୁ ମାରିଥିବା ଦୁର୍ବୁତ୍ତ ମାନଙ୍କୁ ଖୋଜିବା କାର୍ଯ୍ୟ ଆରମ୍ଭ କରିଛି | ଭୁବନେଶ୍ୱରର ପଥ ରୋଡ ଅବରଧ କରିଛନ୍ତି ସ୍ଥାନୀୟ ବାସିନ୍ଧା ମୂର୍ତ ଦେହକୁ ରାସ୍ତାରେ ରଖି ନ୍ୟାୟ ମାଗୁଛନ୍ତି ପରିବାର ଲୋକେ |