ଆଜି ବରଗର୍ଡରେ ଆରମ୍ଭ ହେବ ପ୍ରସିଦ୍ଧ ଧନୁଯାତ୍ରା ?

ଆଜି ବରଗର୍ଡରେ ଆରମ୍ଭ ହେବ ପ୍ରସିଦ୍ଧ ଧନୁଯାତ୍ରା। ଆଜିଠୁ ବରଗର୍ଡ ଜିଲ୍ଲରେ ଆରମ୍ଭ ହେବାକୁ ଯାଉଛି ଧନୁଯାତ୍ରା ଆଜି ଠିକ ସନ୍ଧ୍ୟା ୭.୩୦ ମିନଟ ପୂଜା ଅର୍ଚନା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଅନେକ ନୃତ ଶିଳ୍ପ ବହୁତ ବହୁତ ଜାଗାରୁ ପ୍ରସିଦ୍ଧ ଧନୁ ଯାତ୍ରାରେ ନୃତ କରିବାକୁ ଆସିଛନ୍ତି । ରାଜ୍ୟର ଅନେକ ଅନେକ ଜିଲ୍ଲାରୁ ନୃତ କରିବାକୁ ଆସିଛନ୍ତି ଛତିଶଗଡରୁ ଅନେକ ଲୋକେ ତାଙ୍କ ନୃତ କାର୍ଯ୍ୟ କରିବାକୁ ଆସିଛନ୍ତି ଆଜିଠୁ ୧୧ ଦିନ ଧରି ଚାଲିବ ବରଗର୍ଡରେ ପ୍ରସିଦ୍ଧ ଧନୁ ଯାତ୍ରା ଏବଂ ରାଜ୍ୟ ବାହାରୁ ମଧ୍ୟ୍ୟ ନୃତ କରିବାକୁ ଆସିଛନ୍ତି । ପ୍ରସିଦ୍ଧ ଧନୁ ଯାତ୍ରାରେ ଅଧିକ ମାତ୍ରାରେ ଲୋକ ହୋଇଥିବାରୁ ସୁରକ୍ଷା ବ୍ୟବସ୍ତା ରଖାଯାଇଛି ।

Odia Khabar

Leave a Comment