ଆଜି ପୁରୀରେ ପହଁଚିଲା ଡବଲ ଡେ଼କର ବସ ?

ଆଜି ପୁରୀରେ ପହଁଚିଲା ଡବଲ ଡେ଼କର ବସ ଆଜି ଭୁବନେଶ୍ୱରରୁ ବସଟି ଟ୍ରାଏଲ ଗ୍ରସ୍ଥରେ ପୁରୀରେ ପହଞ୍ଚିଥିଲା । ଏହି ବସ ଓଡ଼ିଶାର ପ୍ରଥମ ସବୁଠୁ ସେଫଟି ବସ ବୋଲି କୁହାଯାଉଛି । ଭୁବନେଶ୍ୱରରେ ଚାଲିବ ଡବଲ ଡେ଼କର ବସ । ବସ ଗୁଡିକ ସବୁ ମୁମ୍ବାଇରୁ ଭୁବନେଶ୍ୱର ଆସିଥିଲା ଏବଂ ମହାରାଷ୍ଟ୍ରରୁ ମଧ୍ୟ୍ୟ ୫ ଟି ଡବଲ ଡେ଼କର ବସ ଆସିଥିଲା । ଏହି ସୁବିଧା ଖାସ କରି ପ୍ରବାସୀ ଭାରତୀୟମାନଙ୍କ ପାଇଁ କରାଯାଉଛି ଏବଂ ୩ ଦିନ ଧରି ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମାରହୋ କାର୍ଯ୍ୟ ପାଳନ କରାଯିବ । ବସରେ ୬୪ ଜଣ ଯାତ୍ରୀ ବସିବାର ସୁବିଧା ରଖାଯାଉଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ସେଫଟି ବ୍ୟବସ୍ତା ରଖାଯାଇଛି ଭୁବନେଶ୍ୱର , କଟକ , ପୁରୀ, ଖୋର୍ଦ୍ଧା ଯାତ୍ରା କରିବ ଡବଲ ଦେକର ବସ ଏବଂ ଥରେ ଚାର୍ଜର ବସଟି ୧୫୦ କିଲୋମିଟର ଅତିକ୍ରମ କରିପାରିବ । ବସରେ ସବୁଠୁ ସୁବିଧା ଫାସିଲିଟି ହେଲା ବସ ର ବେଗ ୪୦ ରୁ ୪୫ କିଲୋମିଟର ବେଗରେ ଅତିକ୍ରମ କରିପାରିବ । ବହୁତ ଜଲ୍ଦି ଓଡିଶା ବାସି ଡବଲ ଡେ଼କର ବସର ଉପଭୋଗ କରିପାରିବେ ।

Odia Khabar

Leave a Comment