ଚାଇନାର ପୁଣି ଏକ ଭାଇରସ HMPV ?

ଚାଇନାର ପୁଣି ଏକ ଭାଇରସ HMPV ସମସ୍ତ ଦେଶକୁ ଦରେଇବା ଆରମ୍ଭ କଲାଣି ଏହି HMPV ଭାଇରସ । କର୍ଣାଟକ ରୁ ୨ ଜଣ ବେଙ୍ଗଲୁର ରେ ୨ ଜଣ ଭାଇରସ ବ୍ୟାପିଥିବାର ସୂଚନା ମିଳିଛି । ଏବଂ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସାରକାର କେହି ବି ଭୟଭୀତ ନ ରହିବା ପାଇଁ ସରକାରଙ୍କ ସୂଚନା। HMPV କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ପୁର୍ଣ ବୈଠକ ଡକାଯାଇଛି ।ଏହି ରୋଗର ଲକ୍ଷଣ ଗୁଡିକ ହେଉଛି ଥଣ୍ଡା , ଜ୍ୱର , କାଶ , ନିଶ୍ୱାସ ନେବାରେ ଅସୁବିଧା ଦେଖାଇବା ଏବଂ ୫ ବର୍ଷ ରୁ କମ ଛୋଟ ପିଲାମାନଙ୍କୁ ଏହି ଭାଇରସ ବ୍ୟାପିବା ଜଣାପଡୁଛି । ସମସ୍ତେ ସତର୍କ ରହିବ ସହିତ ଜନ ଗହଳି ଅଂଚଳରେ ମାସ୍କ ପିନ୍ଧିବା ଦ୍ୱାରା ଭାଇରସ କମିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

Odia Khabar

Leave a Comment