ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ ?

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ । ଗତ କାଲି ନବ ଦାସଙ୍କ ପୁଅ ବିଶାଳ ଦାସ ଓ ସରପଞ୍ଚ , ସମିତି ସଭ୍ୟ ଏବଂ ନେତା ମାନଙ୍କୁ ନେଇ ଛତିଶଗଡ ଯାଉଥିଲେ ଏବଂ କାଲି ରାତିରେ ଛତିଶଗଡ଼ ପୋଲିସ ସମସ୍ତଙ୍କୁ ଗିରଫ କରିଛି । କଣ ପାଇଁ ବିଶାଳ ଛତିଶଗଡ଼ ଯାଇଥିଲେ ସେ ନେଇ କୌଣସି ସୂଚନା ମିଳିନାହିଁ ।ଲଏକେରା ଥାନାରେ ୮ ତାରିଖ ଦିନ ସରପଞ୍ଚ ଓ ସମିତି ସଭ୍ୟ ନିଖୋଜ ଘଟଣା ସାମ୍ନାକୁ ଆସିଥିଲା । ଏବଂ କାଲି ବିଶାଳ ଦାସଙ୍କ ହୋଟେଲରେ ପୋଲିସ ରେଡି କରିଥିଲା କାଲି ଆଇଜିଙ୍କୁ ଦେଖାକରି ଫେରାର ରହିଥିଲେ ବିଶାଳ ଦାସ ଏବଂ ଆଜି ବିଶାଳ ଦାସଙ୍କୁ ଛତିଶଗଡ଼ ପୋଲିସ ଛାଡିଥିବା ସୂଚନା ମିଳିଛି ।

Odia Khabar

Leave a Comment