ବସ ଦୃଘଟଣାରେ ୫ ମୂର୍ତ ୧୬ ରୁଉର୍ଧ ଲୋକ ଆହତ?

ବସ ଦୃଘଟଣାରେ ୫ ମୂର୍ତ ୧୬ ରୁ ଉର୍ଧ ଲୋକ ଆହତ । ଉତ୍ତରଖଣ୍ଡ ପୌରୀ ଜିଲ୍ଲାରୁ ଦୃଘଟଣା ଘଟିଥିବା ସୂଚନା ମିଳିଛି ଦୃଘଟଣାରେ ୫ ଜଣ ମୁର୍ତ୍ୟୁ ବରଣ କରିବା ସହ ୧୬ ରୁ ଅଧିକ ଲୋକ ଆହତ ହେଇଛନ୍ତି । ମୂର୍ତ ସଂଖ୍ୟା ବଢିବା ନେଇ ଆଗକୁ ଅନୁମାନ କରାଯାଉଛି । ଶ୍ରୀ ନଗର ଯାଉଥିବା ବସଟି ଭାରଶ୍ୟାମ ହରାଇ ଗଭୀର ଘାଇ ଭିତରକୁ ପଶିଯାଇଥିଲା ।

କେମିତି ଘଟିଥିଲା ଦୃଘଟଣା ?

ବସଟି ପୌରୀ ସହରରୁ ଦେହଲଚୌରୀ ଯାଉଥିବାବେଳେ ସତ୍ୟଖଲ ନିକଟରେ ଭାରଶ୍ୟାମ ହରାଇ ଦୃଘଟଣା ଘଟିଥିଲା । ଦୃଘଟଣାରେ ବସଟି ମଧ୍ୟ ସମ୍ପୂର୍ଣ ନଷ୍ଟ ହେଇଯାଇଛି ଏବଂ ଲୋକମାନଙ୍କର ଜୋରେ ପାଟି ଶୁଣି ସ୍ଥାନୀୟ ଲୋକ ମାନେ ପୋଲିସଙ୍କୁ ଖବର ପଠାଯାଇଥିଲା ଏବଂ ଉଦ୍ଧାର କାର୍ରଯ୍ୟ ଆରମ୍ଭ ହେଇଥିଲା । ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି । ଏବଂ ମୁଖ୍ୟମନ୍ତ୍ରୀ ସମସ୍ତ ମୂର୍ତ କରିଥିବା ତାଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ନେଇ ପ୍ରତିଶୃତି ଦେଇଛନ୍ତି ।

Odia Khabar

Leave a Comment