ଖଣ୍ଡଗିରି କୁମ୍ଭମେଳା ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ମନା ?

ଖଣ୍ଡଗିରି କୁମ୍ଭ ମେଳା ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ମନା । ପ୍ରତି ବର୍ଷ ମାଘ ମାସ ଖଣ୍ଡଗିରିରେ ଯାତ୍ରା ପ୍ରତିଯୋଗିତା ଦେଖାଦେଇଥାଏ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ହୋଇଥିବାରୁ ଏ ବର୍ଷ ଅଶ୍ଳୀଳ ନୃତ୍ୟ ବନ୍ଦ କରିଛି ସରକାର । ଆସନ୍ତା ଖଣ୍ଡଗିରିରେ ଯାତ୍ରା ପ୍ରୋଗ୍ରାମ ହେବାକୁ ଯାଉଛି । ଏ ନେଇ ୧୨ ଟିମ ଯାତ୍ରା କରିବାରେ ଯୋଗ ଦେବେ ସମସ୍ତ ଯାତ୍ରା କମିଟି ମେମ୍ବର ଏବଂ ପୋଲିସଙ୍କ ବୈଠକରେ ଅଶ୍ଳୀଳ ନୃତ୍ୟକୁ ବାରଣ କରିବାର ନିଷ୍ପତି ନିଆଯାଇଛି । ଏ ବର୍ଷ ୩ ଟି ନୂଆ ଯାତ୍ରାପାଟି ଖଣ୍ଡଗିରିରେ ଯୋଗ ଦେବେ ଆରବର୍ଷ ଅପେଖ୍ୟା ଏବର୍ଷ ଯାତ୍ରରେ ଅଧିକ ରୋମାଞ୍ଚକ ହେବ ବୋଲି ଯାତ୍ରା କମିଟି ଆଶା ରଖିଛନ୍ତି ।

Odia Khabar

Leave a Comment