ଆଜି ଭଂଗାଯିବ ଖଣ୍ଡଗିରିରେ ଥିବା ବୈକୁଣ୍ଠ ଧାମ ଆଶ୍ରମ ?

ଆଜି ଭଂଗାଯିବ ଖଣ୍ଡଗିରିରେ ଥିବା ବୈକୁଣ୍ଠ ଧାମ ଆଶ୍ରମ | ବିବାଦ ଘେରରେ ରହିଥିଲା ବୈକୁଣ୍ଠ ଧାମ ଆଶ୍ରମ ଆଜି ଦିନ ୧୨ ବେଳ ସୁଧା ବୈକୁଣ୍ଠ ଧାମ ଆଶ୍ରମ ଭଙ୍ଗା କାର୍ଯ୍ୟ ଚାଲିବ | ଭୁବନେଶ୍ୱରରେ ରହିଥିବା ସରକାରୀ ଜମିରେ ବେଆଇନ ଜବଲ ଦଖଲ କରି ଲୋକେ ରହୁଛନ୍ତି ଏବଂ ଲୋକମାନେ ଘର କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ନେଇ ସୂଚନା ମିଳିଛି ଏବଂ ବିଲଡର ମାନେ ମଧ୍ୟ ବିଲଡିଂ ବନେଇ ଲକ୍ଷ ଲକ୍ଷ ଟଙ୍କାରେ ବକ୍ରୀ କରିଛନ୍ତି | ଏବଂ ସରକାରୀ ଜାଗାରେ ଲୋକମାନେ ଘର ଆଶ୍ରମ କରିଥିବାରୁ ଆଜି ଭଙ୍ଗା ଭଙ୍ଗି କାର୍ଯ୍ୟ ଚାଲିଅଛି ୨ ଜେସିବି ମାଧ୍ୟମରେ ଆଶ୍ରମ ଭଙ୍ଗା କାର୍ଯ୍ୟ ଜାରିଅଛି

Odia Khabar

Leave a Comment