ମହିଳା ମାନଙ୍କୁ ପ୍ରତି ମାସ ୨୫୦୦ ଟଙ୍କା ପ୍ରଦାନ କରାଯିବ ?

ମହିଳା ମାନଙ୍କୁ ପ୍ରତି ମାସ ୨୫୦୦ ଟଙ୍କା ପ୍ରଦାନ କରଯିବ । ଦିଲ୍ଲୀରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଦିଲ୍ଲୀରେ ବିଜେପିର ସଂକଳ୍ପ ପତ୍ର ସଭାରେ ଜେ.ପି ନଡ୍ଡା କହିଛନ୍ତି ବିଜେପି ସବୁବେଳେ ନିଜର ଦେଇଥିବା ପ୍ରତିଶୃତି ରଖିଥାଏ ଏବଂ ଦିଲ୍ଲୀରେ ସମସ୍ତ ମହିଳା ମାନଙ୍କୁ ମାସକୁ ୨୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଜେ.ପି ନଡ୍ଡା । ଏବଂ ଗରିବ ଲୋକମାନଙ୍କୁ ଗ୍ୟାସ ସିଲିଣ୍ଡର ପିଛା ସବସିଡି ବାବଦରେ ୫୦୦ ଟଙ୍କା ପ୍ରଦାନ କରାଯିବ । ଏବଂ ହୋଲି ଦୀପାବଳିରେ ଲୋକୋମାନାକୁ ଗୋଟିଏ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବ ବୋଲି କହିଛନ୍ତି ଜେ.ପି ନଡ୍ଡା ।

Odia Khabar

Leave a Comment