ବାଙ୍କୀ ଅଂଶୁପା ପୋଲିସ ଷ୍ଟେସନ ନିକଟରେ ଘଟିଛି ଦୃଘଟଣା | ପିକଅପ ଗାଡି ଓଲଟିପଡ଼ି ୨୦ ରୁ ଅଧିକ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି ଦୃଘଟଣାରେ ସମସ୍ତ ଆହତ ଛାତ୍ର ଛାତ୍ରୀ ମାନଙ୍କୁ ଆଠଗର୍ଡ଼ ମେଡିକାଲରେ ଭର୍ତି କରାଯାଇଛି | ଛାତ୍ର ଛାତ୍ରୀ ମାନେ ସ୍କୁଲରୁ ପେରେଡ ଗ୍ରାଉଣ୍ଡକୁ ଗାଡ଼ିରେ ଯାଉଥିବାବେଳେ ଦୃଘଟଣା ଘଟିଥିଲା | ଦୃଘଟଣାରେ ୨୦ ରୁ ଅଧିଆ ଆହତ ହେବ ସହ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୁର୍ତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି | ଅନ୍ୟ ସ୍କୁଲକୁ ପରେଡ କରିବାକୁ ଯାଉଥିବାବେଳେ ଦୃଘଟଣା ଘଟିଛି | ସମସ୍ତ ଆହତ ଛାତ୍ର ଛାତ୍ରୀ ମାନଙ୍କୁ ମେଡିକାଲରେ ଚିକିର୍ଷା କାର୍ଯ୍ୟ ଚାଲୁଅଛି |
Odia Khabar