OSRTC ବସ ଦୃଘଟଣାରେ ୨ ଜଣ ମୂର୍ତ ?

OSRTC ବସ ଦୃଘଟଣାରେ ୨ ଜଣ ମୂର୍ତ | ଗତ କାଲି OSRTC ବସର ଦୃଘଟଣା ଘଟିଥିଲା ଦୃଘଟଣାରେ ୨ ଜଣ ଯାତ୍ରୀ ମୁର୍ତ୍ୟୁ କରିଥିବା ନେଇ ସୂଚନା ମିଳିଛି | ଏବଂ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବସ ଭିତରେ ୪୦ ରୁ ୪୫ ଜଣ ଯାତ୍ରୀ ରହିଥିବାର ସୂଚନା ମିଳିଛି | ଦୃଘଟଣାରେ ଗୁରୁତର ଯାତ୍ରୀ ମାନଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି ଯାତ୍ରୀମାନେ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଡ଼କ୍ଟର ସୂଚନା ଦେଇଛନ୍ତି | ବସଟି ବାରିପଡ଼ାରୁ ଅନୁଗୁଳ ଯାତ୍ରା କରୁଥିବାବେଳେ ତାଲଚେର ସମଲ ଥାନା ଗହମ ଗାଁ ନିକଟରେ ଦୃଘଟଣା ଘଟିଛି | ବସଟି ଓଭର ଟେକ କରୁଥିବାବେଳେ ଭାରସ୍ୟାମ ହରାଇ ଓଲଟି ପଡିଥିଲା ଏବଂ ଦୃଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଧା ଓ ପୋଲିସ କର୍ମଚାରୀ ସବୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ |

Odia Khabar

Leave a Comment