ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସିଂହୀ ରେୱା ମୂର୍ତ ପ୍ରସବକାଳୀନ ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ସିଂହୀ ରେୱା | ଯାହା ଫଳରେ ମୁତ୍ୟୁ ବରଣ କରିଛନ୍ତି ରେୱା | ୮ ବର୍ଷ ବୟଷରେ ସିଂହୀ ରେୱା ମୁର୍ତ୍ୟୁ କରିଛନ୍ତି | ୨୬ ତାରିଖରେ ରେୱା ଅତ୍ୟଧିକ ଅସୁସ୍ଥ ହୋଇଥିଲା ଏବଂ ରେୱର ଚିକିର୍ଷ କାର୍ଯ୍ୟ ଚାଲୁଥିଲା ଆଜି ସିଂହୀ ରେୱା ମୁର୍ତ୍ୟୁ ବରଣ କରିଛି | ୨୫ ତାରିଖରେ ତୃତୀୟ ଥର ମା ହୋଇଥିଲେ ରେୱା | ଏବଂ ତୃତୀୟ ଛୁଆ ଜନ୍ମ ହେବା ବେଳେ କଷ୍ଟ ଅନୁଭବ କରୁଥଲେ ସିଂହୀ ରେୱା ଏବଂ କିଛି ସମୟ ପରେ ସିଂହୀ ରେୱା ଓ ତୃତୀୟ ଛୁଆ ଜଣକ ମୁର୍ତ୍ୟୁ କରିଥିଲେ | ଅନ୍ୟ ୨ ଜଣ ଛୁଆ ସୁସ୍ତ ଅଛନ୍ତି ବୋଲି ସୂଚନା ମିଳିଛି |
Odia Khabar