ପାରାଦୀପ ଲାଇଟ ହାଉସ ନିକଟରେ ଦୃଘଟଣା ?

ପାରାଦୀପ ଲାଇଟ ହାଉସ ନିକଟରେ ଦୃଘଟଣା | ବୋଲର ଗାଡି ଧକ୍କାରେ ୨ ଜଣ ଆହତ ହୋଇଛନ୍ତି ଫୁଟପାଥରେ ରହିଥିବା ଉଠା ଦୋକାନ ଉପରେ ଚଢିଯାଇଥିଲା ବୋଲର | ଏବଂ ଦୃଘଟଣାରେ ୨ ଜଣ ଆହତ ବ୍ୟକ୍ତି ମାନଙ୍କୁ ପାଖ ମେଡ଼ିକାଲରେ ଭର୍ତି କରାଯାଇଛି | ପାରାଦୀପରେ ରହିଥିବା ଲାଇଟ ହାଉସ ପାଖରେ ଏଭଳି ଏକ ଦୃଘଟଣା ଘଟିଛି |ଦୃଘଟଣା କରିଥିବା ବୋଲର ଡ୍ରାଇଭର ଜଣକୁ ଜଟାଧାର ସାମୁଦ୍ରିକ ଥାନାରେ ଅଟକ ରଖାଯାଇଛି | ଦୃଘଟଣା କାରଣ ଏବେ ଜଣାପଡି ନାହିଁ ପୋଲିସ ଡ୍ରାଇଭର ଜଣକୁ ଅଟକ ରଖି ତଦନ୍ତ କାର୍ଯ୍ୟ କରୁଅଛି |

Odia Khabar

Leave a Comment