ତୃତୀୟ ଟି୨୦ ରେ ଭାରତ ହାରିଲା ?

ତୃତୀୟ ଟି୨୦ ରେ ଭାରତ ହାରିଲା | ଗତ କାଲି ଭାରତର ତୃତୀୟ ଟି୨୦ ମ୍ୟାଚରେ ଭାରତର ପରାଜୟ | ଟସ ଜିତି ଇଣ୍ଡିଆ ଟିମ ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତି ନେଇଥିଲା | ଇଂଲଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ୧୭୧/୯ ରନର ଭାରତକୁ ଲକ୍ଷ ଦେଇଥିଲା | ବେନ ଡକେଟ ୫୧ ରନ ,ଲିଭିଂଷ୍ଟୋନ ୪୩ ରନ ସାହାଯ୍ୟରେ ଇଂଲଣ୍ଡ ଟିମ ୧୭୧ ରନ ବଡ ଲକ୍ଷ ଭାରତକୁ ଦେଇପାରିଥିଲା | ଇଣ୍ଡିଆର ବରୁଣ ଚକ୍ରବତୀ ୪ ଓଭରରେ ମାତ୍ର ୨୪ରନ ବିନିମୟରେ ୫ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି | ବିଷ୍ଣୋଇ ୧ୱିକେଟ୍ ,ପଟେଲ ୧ୱିକେଟ୍, ହାର୍ଦିକ ୨ୱିକେଟ୍ ନେବାରେ ସଫଳ ହୋଇଛନ୍ତି ଭାରତର ସର୍ବାଧିକ ସ୍କୋର ହାର୍ଦିକ ୪୦ ରନ କରିଥିଲେ | ଭାରତ ୨୦ ଓଭର ରେ ମାତ୍ର ୧୪୫ ରନ କରି ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି ସିରିଜ ରେ ୨-୧ ଭାରତ ଆଗରେ ଅଛି ଚତୁର୍ଥ ଟି୨୦ ୩୧ ଜାନୁଆରୀରେ ଖେଳାଯିବ |

Leave a Comment