ଆସନ୍ତା ୮ ତାରିଖରେ ମିଳିବ ସୁଭଦ୍ରା ଟଙ୍କା | ସୁଭଦ୍ରା ଚତୁର୍ଥ ପର୍ଜୟ ଟଙ୍କା ୮ ତାରିଖରେ ମହିଳା ମାନଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | ଏବଂ ସେ କହିଛନ୍ତି ମହିଳା ମାନଙ୍କର ବ୍ୟାଙ୍କ ଆକାଉଣ୍ଟ କିଛି ତ୍ରୁଟି ରହିଥିବା ଯୋଗୁ ସମସ୍ତ ମହିଳା ମାନଙ୍କୁ ବ୍ୟାଙ୍କ ଯାଇ NPCI ଚେକ କରିବାକୁ ପ୍ରଭାତୀ ପରିଡା ମତ ଦେଇଛନ୍ତି |
ସୁଭଦ୍ରା ରେଜିଷ୍ଟ୍ରସନ କେବେ ସାରିବ ?
NPCI କାର୍ଯ୍ୟ ସମସ୍ତ ମହିଳା ମାନଙ୍କର ସମ୍ପୂର୍ଣ ହୋଇଗଲେ ସୁଭଦ୍ରା କୋଟିଏ ଛୁଇଁବ ବୋଲି କହିଛନ୍ତି | ଯେ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ରେଜିଷ୍ଟ୍ରସନ କରୁଥିବେ ସେ ପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି | ଏବଂ ଆସନ୍ତା ୮ ତାରିଖରେ ଯେଉଁ ସବୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କାରୁ ବଂଚିତ ହୁଅନ୍ତି ତାଙ୍କର କଣ ସବୁ ଅସୁବିଧା ଅଛି ସୁଭଦ୍ରା ୱେବ୍ସାଇଟରୁ ସେମାନେ ଜାଣିପାରିବେ |