ଟ୍ରକ ଗାଡି ଧକ୍କାରେ ୬ ଜଣ ମ୍ୟର୍ତ୍ୟୁ ବରଣ କରିଛନ୍ତି ଉତ୍ତର ପ୍ରଦେଶର ସନଭଦ୍ର ଜିଲ୍ଲାର ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଟ୍ରକ କାର ଧକ୍କା ହେବ ଦ୍ୱାରା ୬ ଜଣକ ମୁର୍ତ୍ୟୁ କରିଥିବା ସୂଚନା ମିଳିଛି | ଦୃଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି | ଆହତ ବ୍ୟକ୍ତି ମାନଙ୍କୁ ପାଖ ମେଡିକାଲରେ ଭର୍ତି କରାଯାଇଛି |
କାର ଓ ଟ୍ରକ ମଧ୍ୟରେ କିପରି ଦୃଘଟଣା ଘଟିଥିଲା ?
ଦୃଘଟଣାଟି ସୋନଭଦ୍ରର ରାନିତାଲି ନିକଟରେ ଘଟିଥିଲା | ଟ୍ରକଟି ଛତିଶଗଡ଼ରୁ ଆସୁଥିବା ଜଣାପଡୁଛି ଟ୍ରକଟି ଲେନ ପରିବର୍ତନ କରୁଥିବା ବେଳେ କାର ସହିତ ଧକ୍କା ହୋଇଥିଲା | ଯାହା ଫଳରେ ୬ ଜଣ ମୁର୍ତ୍ୟୁ ବାରଣ କରିଛନ୍ତି | ମହାକୁମ୍ଭକୁ ସ୍ନାନ କରିବାକୁ ଯାଉଥିବା ବେଳେ ଏଭଳି ଏକ ଦୃଘଟଣାର ଶିକାର ହୋଇଛନ୍ତି | ସ୍ଥାନୀୟ ପ୍ରଶାସନ ଦୃଘଟଣାରେ ପ୍ରାଣହରାଇଥିବା ବ୍ୟକ୍ତି ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ପାଇଁ ଆଶ୍ୱାସନା ଦେଇଛନ୍ତି |